STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ପ୍ରକୃତି ଓ ମୋ ଭାରତ

ପ୍ରକୃତି ଓ ମୋ ଭାରତ

1 min
350

ନଦୀ କହେ ଏଠି କଥା ଲୋ ସଜନୀ

ନଦୀ କହେ ଏଠି କଥା,

ସକାଳ ସୁରୁଯ ଲେଖେ ଯେ କାହାଣୀ

ଅଛି ଏଠି ପବିତ୍ରତା


ବିଶ୍ୱାସ କାହାଣୀ କହେ ଏଠି ତରୁ

ପବନ ଶୁଣାଏ ଗୀତ,

ଝରଣା ଯେ ଅତି ସୁନ୍ଦର ଯେ ଏଠି

ମନ ହୋଇଯାଏ ମିତ


କହୁଛି କଥା ମୁଁ ସମୁଦ୍ର କୂଳର

ସେତ ଅତି ମନୋରମ,

ଦୂର ପାହାଡ଼ ଯେ ଅତି ପରିଚିତ

ସେତ ପବିତ୍ରତା ତ ସମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract