STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ଦେଶ ମୋର

ଦେଶ ମୋର

1 min
3.0K

କେତେ ରଙ୍ଗେ କେତେ ଫୁଲେ

ବାସ୍ନା ଆଜି ଖେଳିବୁଲେ,

ଦେଶ ମୋର କେତେ ଭଲ ସବୁଠି ମୁଁ କହିବୁଲେ


ସବୁଏଠି ଭାଇ ଭାଇ ଖୁସୀ ଯେ କହୁଛ କାହିଁ

ଆଜି ବସି ଭାବେ ମୁହିଁ

ଏ ଦେଶ ଭଳି କେହି ନାହିଁ


ବସବାସ କରୁଛନ୍ତି ନାନା ଜାତିର ଲୋକ

ଦୁଃଖେ ସୁଖେ ରହୁଛନ୍ତି ଭାଇ ପରି ସବୁ ଲୋକ


ମୋ ଦେଶର ଜୀବଜନ୍ତୁ ଦେଖବାକୁ ମନୋରମ

ଆସ ଥରେ ଭୁଲିଯିବ ଦେଖିବ ସେ ଦୃଶ୍ୟମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract