STORYMIRROR

Rashmi Ranjan Nayak

Inspirational

3  

Rashmi Ranjan Nayak

Inspirational

ଫୁଲଟିଏ

ଫୁଲଟିଏ

1 min
223

କଥା ମୋର ଭାରତର

ଅସୁମାରୀ ଆଶା ଭରଷାର।

କେତେ ରଙ୍ଗ କେତେ ବଗିଚା,

ନାଚୁଛି ଆଜି ମୁଁ ମନଇଚ୍ଛା।

ଖୋଜିଛି ଆଜିମୁଁ ସେ ଫୁଲକୁ,

ଯାଇଥିଲା ଯେ ସହୀଦ ହେବାକୁ।

ଘର ଦ୍ୱାର ତା ସଂସାର,

ସବୁକୁ କରିଥିଲା ପର।

ସବୁଦିନ ପାଇଁ ଆଜି ସେ ,

ନିରବି ଯାଇଛି ଯେ।

ବୀରତ୍ବର କଥା କହେ,

ସେ ଫୁଲ ବି କାନ୍ଦିଦିଏ।

ଭୁଲିନି ସେ ସବୁକଥା,

ସହିଥିଲା ପାରି ମଥା।

ଉଠ ଉଠ ମୋର ଭାଇ,

ଦେଶ ପାଇଁ ଥରେ ଯିବା ସହି।

ହେବା ଆମେ ସେହି ଫୁଲ,

ମହାକାଇବା ଦେଶ ଆମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational