Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ସ୍ପନ୍ଦନ

ସ୍ପନ୍ଦନ

1 min
2.7K


ମନେପଡୁ ମା

ଯେତେବେଳେ ଭୋକ ଉପାସରେ ରହିଥାଏ ମୁଁ

ଯେତେବେଳେ ରୋଗଶଯ୍ୟାରେ ପଡିଥାଏ

ଯେତେବେଳେ ଏକୁଟିଆ ଛଟପଟ ହୋଇଥାଏ

ଯେତେବେଳେ ଦୁନିଆ ଧୋକା ଦେଇ ଚାଲିଯାଏ ଆଉ ମୁଁ ଏକା ରହିଯାଏ

ଯେତେବେଳେ ନୀରବରେ କାନ୍ଦି ଥାଏ କାହାକୁ ନ କହି

ଯେତେବେଳେ କେହି ସାହାରା ବି ଟିକେ ଦେଇ ନଥାନ୍ତି

ଏମିତି କୌଣସି ମୁହୂର୍ତ୍ତ ନାହିଁ ତତେ ମନ ନ ପକାଇଛି

ସବୁବେଳେ ମା ସବୁବେଳେ

ତୁ ମନେପଡୁ ମା ତୁ ମନେପଡୁ


Rate this content
Log in

Similar oriya poem from Abstract