STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ମୋ ଭାରତ

ମୋ ଭାରତ

1 min
316

ଆକାଶ କହୁଛି ଇତିହାସ ଆଜି ନଦୀ କହେ ସଂସ୍କୃତି ର,

କେତେ ଯେ ସୁନ୍ଦର ଦେଶଟି ମୋହର କଥା ମୋ ଭାରତର


କେତେ ଯେ ପବିତ୍ର ମୋ ଭାରତ ଭୂଇଁ କିଏ ହେବ ତାର ସରି,

ହାରିଛନ୍ତି କେତେ ରଥୀ ମହାରଥୀ ସବୁ ଚେଷ୍ଟା କରିସାରି


ଦେଶଟି ମୋହର ସଭିଙ୍କୁ କରିଛି ନିଜର ନକରି ବାଛ ବିଚାର,

ସାରା ବିଶ୍ୱରେ ଲଭିଛି ଗାରିମା ବଢିଛି ମାନ ମହତ୍ତ୍ଵ ତାହାର


ସବୁକିଛି ଆଜି ବଦଳି ଯାଇଛି ବଦଳିଛି ଝଲକ ତାହାର,

ଆସ ଆମେ ସବୁ ମିଶି ରଖିବା ଟେକ ଏ ମାଟି ମାଆର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract