STORYMIRROR

Rashmi Ranjan Nayak

Others

3  

Rashmi Ranjan Nayak

Others

ମା ମୋର

ମା ମୋର

1 min
241


ହଁ ମୋ ମା ଛୋଟରୁ ବଡ଼ କରିଛି

ନିଜେ ନଖାଇ ମତେ ଖୁଆଇଛି,

ନିଜେ କଷ୍ଟ ସହି ମତେ ଖୁସୀ ଦେଇଛି,

ନିଜର ପ୍ରେତ୍ୟକକ ପାର୍ଥନାରେ 

ମାଗିଛି ମୋର ଖୁସୀ, ଉଜ୍ଜ୍ବଳ ଭବିଷ୍ୟତ ।


କଣ ବା କହିବି କଣ ବା ଲେଖିବି

ଯାହାକୁ ଦୁନିଆ ଆଜି ଭୁଲିବାକୁ ବସିଛି

ମୁଁ ଥିଲା ପର୍ଯ୍ୟନ୍ତ ସେ ଭୁଲ କେବେବି କରିବିନି।

ମା ତୁ ହିଁ ସବୁକିଛି ମୋର।


ସୃଷ୍ଟିର ଆରମ୍ଭ ଏବଂ ବଂଚିବାର କାରଣ ମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍