STORYMIRROR

Rashmi Ranjan Nayak

Romance Tragedy

2  

Rashmi Ranjan Nayak

Romance Tragedy

ହାରିଗଲା ହୃଦୟ

ହାରିଗଲା ହୃଦୟ

1 min
216

ଆଶା ଆଜି ଗଲା ମରି,

ସ୍ୱପ୍ନ ଭାଙ୍ଗିଗଲା ପରି।


ବିଶ୍ୱାସ କୁ ଏ ଦୁନିଆ,

ଜାଳିଦେଲା ଲଗାଇ ନିଆଁ। 


ଭରଷା ଯେ ଭୁଲିଗଲା,

ସବୁକିଛି ସରିଗଲା।


ବଂଚିବା ଆଜି ଅସମ୍ଭବ,

ଅପେକ୍ଷା କେବେ ପାଲଟିବି ଶବ।


ହାରିଗଲି କହିଦେବି,

ନିରବି ମୁଁ ରହିଯିବି।


ଜିତିଯାଅ ତୁମେ ଆଜି,

ହାରିଗଲି ମୁଁ ଯେ ବାଜି।


 ପାଦ ମୋର ଗଲା ଥକି,

କିଛି ନାହିଁ ଆଉ ବାକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance