STORYMIRROR

Rashmi Ranjan Nayak

Inspirational

3  

Rashmi Ranjan Nayak

Inspirational

ଭାଇ ଚାରା

ଭାଇ ଚାରା

1 min
273

ଦେଶ ମୋର ଭାରତ,

ଶୁଣ ତାର ମହତ୍ତ୍ଵ।

କୋଟି କୋଟି ଲୋକ ଏଠି,

ଭାଇ ପରି ରୁହନ୍ତି ଏକାଠି।

କେତେ ଜାତି କେତେ ଧର୍ମ,

ସଭିଏଁ ବୁଝନ୍ତି ସଭିଙ୍କ ମର୍ମ।

ଦେକେତେ ଓଷା କେତେ ପର୍ବ,

ସଭିଏଁ କରିଥାନ୍ତି ତା ପାଇଁ ଗର୍ଵ।

ସୁଖ ଦୁଃଖ ସବୁବେଳେ,

ଲଢନ୍ତି ଯେ ଏକ ମେଳେ।

କେତେ ଭାଷା କେତେ ରଙ୍ଗ,

ରୁହନ୍ତି ଏକାଠି ହୋଇ ଏକ ସଙ୍ଗ।

ମୋ ଦେଶର ଭାଇଚାରା,

ବିରଳ ସେ ଅଟେ ପରା।

ମୋ ଦେଶର ଦେଶବାସୀ,

ନୁହେଁ ଯେ ଭୀରୁ ଅଟନ୍ତି ସାହସୀ।

ଆସ ଆଜି ଥରେ ବୁଲି,

ଦେଖି ଦେଲେ ପାରିବନି ଭୁଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational