Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ନାରୀ

ନାରୀ

1 min
328


କେତେବେଳେ ଲୁହରେ ତ କେତେବେଳେ ହସରେ

ଲେଖେ ସେ ତା ଜୀବନର କାହାଣୀ,

ଆଶା ଭରଷା ଏବଂ ବିଶ୍ୱାସ ର ଭିନ୍ନ ଏକ ଉଦାହରଣ ସେ,

ଜୀବନର ସବୁକିଛି ଦାନ କରି ସେ ଅନ୍ୟକୁ ଦିଏ ହସ,

ନା ଥାଏ ପାଇବାର ଆଶା ନା ଥାଏ କିଛି ଇଚ୍ଛା,

କେବଳ ଅନ୍ୟର ହସ ପାଇଁ ଉତ୍ସର୍ଗ କରିଥାଏ ଜୀବନ ତାର,

କେତେବେଳେ ମା ତ କେତେବେଳେ ହୁଏ ସେ ଭଉଣୀ ,

କେତେବେଳେ ଶାନ୍ତ ତ କେତେବେଳେ ହୁଏ ନାରାୟଣୀ,

ସୃଷ୍ଟି ର ଆରମ୍ଭ ର କାରଣ ଏବଂ ଅନ୍ୟାୟ ର ବିନାଶ ପାଇଁ ତାର ସୃଷ୍ଟି,

ନାରୀ ନୁହେଁ ସେ ତ ନାରାୟଣୀ ଆମ ପାଇଁ,

ଆମ ବଞ୍ଚିବାର କାରଣ ସେ।


Rate this content
Log in

Similar oriya poem from Abstract