ପ୍ରକୃତି ଓ ମୋ ଭାରତ
ପ୍ରକୃତି ଓ ମୋ ଭାରତ
ନଦୀ କହେ ଏଠି କଥା ଲୋ ସଜନୀ
ନଦୀ କହେ ଏଠି କଥା,
ସକାଳ ସୁରୁଯ ଲେଖେ ଯେ କାହାଣୀ
ଅଛି ଏଠି ପବିତ୍ରତା
ବିଶ୍ୱାସ କାହାଣୀ କହେ ଏଠି ତରୁ
ପବନ ଶୁଣାଏ ଗୀତ,
ଝରଣା ଯେ ଅତି ସୁନ୍ଦର ଯେ ଏଠି
ମନ ହୋଇଯାଏ ମିତ
କହୁଛି କଥା ମୁଁ ସମୁଦ୍ର କୂଳର
ସେତ ଅତି ମନୋରମ,
ଦୂର ପାହାଡ଼ ଯେ ଅତି ପରିଚିତ
ସେତ ପବିତ୍ରତା ତ ସମ
