Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Inspirational

2  

Prasanjit Sahoo

Inspirational

ବର୍ଷାକୁ ଗୁହା୍ରି

ବର୍ଷାକୁ ଗୁହା୍ରି

1 min
6.6K


 

    (1)

ହେ ବର୍ଷା ! !

କେତେବେଳେ ଆସ

ରାଣୀ ପରି ତୁମେ 

କେବେ କର ପୁଣି ଈର୍ଷା।

      (2)

ଆଜି ହୁଅ ତୁମେ ଅମାନିଆ କାହିଁ 

ଧରା ଶ୍ରାବଣର ବୁକେ 

ନାଗାବଳି ଆଉ କଲ୍ୟାଣୀ ନଦୀରେ 

ତୁମ ଜଳରାଶି ଫୁଲେ ।

     (3)

ଏଥିପାଇଁ ଆଜି ହାହାକାରେ କାନ୍ଦେ 

ରାୟଗଡା ମାଟି ଦୁଃଖେ 

କଲ୍ୟାଣସିଂହପୁରର ଲୁହ ଦିଶୁନାହିଁ 

ମିଶୁଛି ବନ୍ୟାର ସ୍ରୋତେ। 

      (4)

ଏତିକି ବିନତି କରେ ବର୍ଷାରାଣୀ 

ଫୁଲ ପରି ବର୍ଷିଯାଅ ।

ଧରଣୀ ବୁକୁରେ ଅଭିନୟ ସାରି

ଋତୁଚକ୍ରେ ଫେରିଯାଅ।

ପ୍ରସନ୍ନଜିତ ସାହୁ, ନାଉଗାଁ,ଜଗତସିଂହପୁର


Rate this content
Log in

Similar oriya poem from Inspirational