STORYMIRROR

Abismita Mishra

Inspirational

3  

Abismita Mishra

Inspirational

Exploring goals

Exploring goals

1 min
131

Exploring Goals

 ଜଗନ୍ନାଥ ଙ୍କ ପରି ଆମେ ପାଇଛୁ ଗୁରୁ

ବଡ ବଡ ଯୁଦ୍ଧ କୁ କେବେ ଆମେ ନ ଡରୁ..

ଗୁରୁ ବ୍ରହ୍ମା  ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର

ଗୁରୁ ରୂପେ ପାଇଛୁ ଆମେ ସାକ୍ଷ୍ୟାତ ଈଶ୍ୱର ..

Otet ହେଉ କି ହେଉ Osstet..

ପୁଣି CTET ହେଉ ଅବା prelims ର  RHT..

ଯେତେବେଳେ ଥାଏ ଅଛି ଆମ ଗୁରୁଙ୍କ ର ହାତ ଆମ ମୁଣ୍ଡ ଉପରେ ..

ଆମେ ହେଉ ପଛେ ଗଧିଆ ଦଳ ଜିତିବୁ ପରୀକ୍ଷା ର କୁରୁକ୍ଷେତ୍ର ରେ ..

ସତ୍ୟ ଧର୍ମ ନ୍ୟାୟ ରେ ଆମେ ଲଢ଼ିବା

ସବୁ class ଗୋଟି ଗୋଟି କରି ଆମେ ଦେଖିବା

ଠିକ ଭାବେ ଆମେ ଆମ କର୍ତ୍ତବ୍ୟ କରିବା..

ଚିନ୍ମୟ sir ଙ୍କୁ କେବେ ହାରିବା କୁ ନ ଦେବା ..

Exploring goals ଚ୍ୟାନେଲ କୁ ଆଗକୁ ନେବା .

Exploring goals ମାନେ ଲକ୍ଷ ର ଅନୁସନ୍ଧାନ

Sir ହେଉଛନ୍ତି ଆମ ରଥ ର ସାରଥୀ ଆମେ ଗଧିଆ ଦଳ ତାଙ୍କ ଅର୍ଜୁନ ..

ହାରିବା ର ଡରିବା ର ଭୟ ଜଦି ଆସେ ମନରେ

ପରୀକ୍ଷା ର ରଣଭୂମି ରେ ପ୍ରେରଣା ଦେବେ ଗୀତା ରୂପରେ ..

ଧନ୍ୟ ଧନ୍ୟ ଆମେ ସବୁ ଆପଣ ଆମ ଆମ ର ଗୁରୁ

ଆପଣ ଙ୍କ ଋଣ କେବେ ଏ ଜନ୍ମେ ସୁଝି ନ ପାରୁ ..

               


Rate this content
Log in

Similar oriya poem from Inspirational