STORYMIRROR

Prasanjit Sahoo

Inspirational

3  

Prasanjit Sahoo

Inspirational

ଆସ ଲଗାଇବା ଗଛ

ଆସ ଲଗାଇବା ଗଛ

1 min
13.7K


ବୈଶାଖ ଆସିଛି ପଶି 

ମୋ ଗାଆଁ ଦୁଆରେ 

ନିଦାଘ ଦେଉଛି କଷ୍ଟ 

ତାହାରି ମନରେ ।।

ମାଘ ଗଲା ଫଗୁ ଗଲା 

ଚଇତ ବି ଫେରେ 

ଝାଞ୍ଜି ଖରା ଭିଜିଯାଏ

ମୋ ଗାଆଁ ଦେହରେ ।।

ଚାରି ଆଡେ ଶୁନ୍ ଶାନ୍ 

ଶ୍ବାସରୁଦ୍ଧ ଲାଗେ

ପ୍ରଦୂଷଣ କଷଣରେ 

ମୋ ଗାଆଁ କାନ୍ଦେ ।।

ଗଛ ହେଉ ଅଭିଯାନ 

ଗଛ ହେଉ ପ୍ରାଣ 

ଲଗାଇଲେ ଗଛ ଆମେ 

ରହିବ ଜୀବନ ।।

ପ୍ରସନଜିତ ସାହୁ, ନାଉଗାଁ ହାଟ, ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational