Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Madhumita Mishra

Classics Inspirational

5  

Madhumita Mishra

Classics Inspirational

ଧାତ୍ରୀ

ଧାତ୍ରୀ

1 min
441



କ୍ଷମତା ଅଛି ...

ଅନ୍ଧକାର ଜାଳି ଦେବାର..

ସେଥିପାଇଁ ସେ ପ୍ରଦୀପ..

ସାକ୍ଷର ବହେ ପ୍ରକାଶର...

ଆବଶ୍ୟକ ତାର ସଳିତାଟିଏ..

ଦରକାର କିଛି ଘୃତ ତୈଳର...


କ୍ଷମତା ଅଛି ଖୁସି ଦେବାର।।

ଜନ୍ମ ନେଇ ସେ ଆସିଥାଏ...

ମନ ଅନ୍ଧାର ଦୂରେଇ ଥାଏ..

ସେଥିପାଇଁ ସେ କୁଳପ୍ରଦିପ...

ଦରକାର ପରିଚୟଟିଏ ତାର ..

ପିତା ନାମ ତଥା ସମାଜର...


କ୍ଷମତା ଶୂନ୍ୟ ଅବୟବ ତାର...

ଆଲୋକ ପଥେ ଯେ ଅପାଂକ୍ତେୟ..

ଦିପାଳୀ ର ଅନ୍ୟ କି ପରିଚୟ..

ସଳିତା ନ ଥିଲେ ସେ କି ଦୀପ!!

କାହା ନାମେ ସେ କୁହାଏ ପ୍ରଦୀପ..??

ଗର୍ଭ ରେ ଧରିବା ଧର୍ମ ତାର...

ଅଲୋଡା ଅନ୍ୟ ସ୍ଵୀକୃତି ତାର...



Rate this content
Log in