Audio

Forum

Read

Contests

Language


Write

Sign in
Wohoo!,
Dear user,
ଶସ୍ତା କବିତା ୪୯
ଶସ୍ତା କବିତା ୪୯
★★★★★

© Pramod Kumar Jena

Inspirational

1 Minutes   6.5K    5


Content Ranking

ଆରେ ବାଟ କଟା ବିଲେଇ

ଆଗରେ ବିପଦ ଆସୁଛି ବୋଲି

ରାସ୍ତା କାଟୁ ନିଶ ଫୁଲେଇ,

ତୋ କଥା କଣ କେ ବୁଝିବେ

ଚଉଦ ପୁରୁଷ ଉଦ୍ଧାର କରି

ଗାଳି ଦେବେ ତୋତେ ଚିଲ୍ଲେଇ

ପ୍ରମୋଦ କୁମାର ଜେନା ©

ବିଲେଇ. ଶସ୍ତା ଫୁଲେଇ

Rate the content


Originality
Flow
Language
Cover design

Comments

Post

Some text some message..