STORYMIRROR

Asish Behera

Children

3  

Asish Behera

Children

ଚନ୍ଦ୍ରଘଣ୍ଟା

ଚନ୍ଦ୍ରଘଣ୍ଟା

1 min
143


ଉଗ୍ର ରୂପେ ମହାମାୟୀ

ଚନ୍ଦ୍ରଘଣ୍ଟା ନାମ

ହୃଦୟୁ ପ୍ରଣାମ କରେ

ଘେନ ମାଆ ପ୍ରଣାମ 


ବ୍ୟାଘ୍ର ପୃଷ୍ଟେ ବସି ମାଆଗୋ

ଭ୍ରମଣ ତୁମ୍ଭର

ପାପୀ ଯେ ନବର୍ତ୍ତେ ଆମ

ସମ୍ମୁଖେ ତୁମ୍ଭର 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children