Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Tragedy

5.0  

Santosh Pattnayak

Tragedy

ତୋ'ବିନା

ତୋ'ବିନା

1 min
400


ନିଃଶବ୍ଦ ପ୍ରହରେ ଶୂନ୍ୟ କୋଠରୀରେ

ଦେଖୁଛି ତୋହରି ଛବି

ଅଜବ କଳ୍ପନା ଅଦ୍ଭୁତ ଚିନ୍ତା ମୋ'

ତୋ'କଥାକୁ ଭାବିଭାବି....


ଗୋଧୂଳି ଲଗନେ ପ୍ରୀତି ମୋହାଛନେ

ବିହ୍ଵଳେ ଦେଖି'ତୋ ତନୁ

ଦ୍ବିଧାରେ ମୋମନ ନିରେଖେ ଗଗନ

ନିଜ ସତ୍ତା ଭୁଲି ମନୁ....


ସଞ୍ଜ ଗଡି ଯେବେ ରାତିଯାଏ ବଢି

ଉପହାସ କରେ ଶଶୀ

ପାହାନ୍ତି ସପନେ ରାତି ଗଲେ ପାହି

ସ୍ମୃତିକୁ ସାଉଁଟେ ବସି....


ନିଦ୍ରା ଆସେନାହିଁ ମୁଦ୍ରିତ ଆଖିକୁ

ଯେବେ ମସସ୍ତେ ନିଦ୍ରିତ

ତୋ'ବିନା ସାଥି ବିତିଯାଏ ରାତି

ନିଃସଙ୍ଗ ପ୍ରତିମୂହୁର୍ତ୍ତ....


Rate this content
Log in

Similar oriya poem from Tragedy