Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

4  

Santosh Pattnayak

Others

ସମ୍ପର୍କ

ସମ୍ପର୍କ

1 min
347



ମନ ହୃଦୟର ମିଳନେ ସମ୍ପର୍କ

   ଦେଇଥାଏ ସ୍ବର୍ଗ ସୁଖ

ବିଶ୍ୱାସରେ ଭରା ଅଚିହ୍ନା ଅଜଣା

   ଗଢ଼ଇ ସ୍ନେହ କୋଣାର୍କ ।


ଅବିଶ୍ୱାସେ ପୁଣି ଅବିଶ୍ରାନ୍ତ ଧାରେ

   ଭିଜିଥାଏ ତନ ମନ

 ସମ୍ପର୍କ ମାଧ୍ୟମେ ଏକ ଡୋରେ ବନ୍ଧା

     ଭକ୍ତ ସହ ଭଗବାନ ।


ସମ୍ପର୍କେ ସମ୍ଭବ ଅତୁଟ ବନ୍ଧନ

  ସ୍ନେହ ମମତାର ଢେଉ

 ସମ୍ପର୍କରେ ମିଳେ ମୁକତିର ପଥ 

    ଚିନ୍ତୁଥିଲେ ମହାବାହୁ ।

    

 ମଶାଣି ବୁଝେନା ସମ୍ପର୍କର ଅର୍ଥ 

   ମଧୁର ମିଳନ ସ୍ବର୍ଶ

 ଜୀବନ ଯୁଦ୍ଧରେ ହାରିବା ଜିତିବା

   ଅଛି ଥିବ ଅବଶୋଷ ।


ନିସଙ୍ଗ ଜୀବନେ ପୁଷ୍ପ ବରଷିବ

   ସମ୍ପର୍କର ହୁଅ ଦାସ

 ଭୁଲି ଅଭିମାନ ହେଲେ ସମର୍ପଣ

    ଓଠେ ଭରେ ଚିରହସ ।


     


Rate this content
Log in