Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Fantasy

5.0  

Dharitri Mallick

Fantasy

ନାହିଁ ସମ୍ଭାବନା

ନାହିଁ ସମ୍ଭାବନା

1 min
262



ଏଇ ଅଦିନିଆ ବର୍ଷା ଆଉ ଅନାବନା ଭାବନା

ମନରେ ଭରିଦିଏ ଅପାର ଉନ୍ମାଦନା 

ତୁମ ସହିତ ଦେଖା ହେବାର ଭାବନା 

ହେଲେ ନାହିଁ ଆଉ ସେ ସମ୍ଭାବନା ।


ଆଜି ଯେବେ ଦେଖା ହେଲ ଅକସ୍ମାତ  

ପଛରୁ ଡାକିଲ ଯେବେ ଧରି ମୋ ନାମ  

ସ୍ମରଣ ହୋଇଲା ତୁମର ସେଇ ଶେଷକଥା 

କହିଥିଲ ଭୁଲିଯିବାକୁ ତୁମ କଥା    

ଜୀବନେ କେବେ ନ ଦେଖା ହେବା   

କିମ୍ପାଇଁ ଏବେ ଭୁଲିଲ ସେ କଥା ?


ନାହିଁ ଆଉ ସେ ମନ ନାହିଁ ସେ ସରାଗ 

ଆଉ ତୁମ ସଙ୍ଗେ ନାହିଁ କିଛି ସମ୍ଭାବନା ।


Rate this content
Log in

Similar oriya poem from Fantasy