Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗଣେଶ୍ୱର ବେହେରା

Fantasy

3  

ଗଣେଶ୍ୱର ବେହେରା

Fantasy

ଅପରିଚିତ

ଅପରିଚିତ

1 min
171



ଆତ୍ମୀୟ ଲୋକ 

ଅପେକ୍ଷା ଅପରିଚିତ ଟିଏ 

ବେଶୀ ନିଜର ଲାଗେ ।


ଚିରାଚରିତ ପରିଧି ବାହାରେ 

ଅନ୍ୟ ଏକ ଇଲାକା ମିଳେ 

ନୂଆ ଢଙ୍ଗରେ, ନୂଆ ରୂପରେ 

ଏକ ନୂତନତ୍ୱ ର ଆଲିଙ୍ଗନରେ

ବେଶ୍ ହାଲୁକା ଲାଗେ  ।


ତା'ର ନିରସ ଚାହାଣୀ ରେ ବି 

ଉଛୁଳା ମଳୟ ବହେ 

ତା'ର ପ୍ରତିଟି ଆବେଦନ 

ଭିନ୍ନ ପ୍ରୟୋଗଶାଳା 

ପରି ମନେ ହୁଏ ।


ମନରେ ରୋମାଞ୍ଚ ଭରିଯାଏ 

ଖାଲି ସିଲଟ ର ଛାତି ଟା 

ନିଆରା ସ୍ଵାକ୍ଷର ପ୍ରସବ କରେ ।

 

     



Rate this content
Log in

Similar oriya poem from Fantasy