STORYMIRROR

Archana Sahoo

Tragedy Fantasy Inspirational

4  

Archana Sahoo

Tragedy Fantasy Inspirational

କରୋନା

କରୋନା

1 min
255

ଡ଼ିମିରି ଫୁଲର ପ୍ରହେଳିକା ସ୍ବପ୍ନ

ଦେଖୁୁୁଛି ଆଜିର ଦିନ

ମାଳିକା ବଚନ ହୋଇଲା କିି ସତ

ଘାରୁୁୁଛି ସଭିଙ୍କ ମନ ।


କରୋନା ଭୂତାଣୁ କିି କରୁୁୁଛି ହାଏ

ପୃଥିବୀ ହୁଏରେ ହୀନ

ଜୀବନ ମରଣ କଷଣ ଶୁଭୁୁୁଛି

କମେ ଜୀବନର ମାନ ।


ହା ହା କାର ପୃଥିବୀ ବାସୀ ମୋ

ଦେଖୁଛି କରୋନା ତାନ

ଶୁଭେ ବୃଦ୍ଧଙ୍କର ବିିକଳ କାନ୍ଦଣା

ଯମ ଡେରୁ ଥାଏ କାନ ।


ଚାଇନା ଦେଇଛି ଉପହାର ଭେଟି

କରୋନା ଭୂତାଣୁ ଚିହ୍ନ 

ଦେଶ ବିିଦେଶରେ ଗୋଟିଏ ଭାବନା

କେବେ ଭୂତାଣୁ ହୋଇବ ଲୀନ ?


ଗଗନେ ପବନେ ମନ ହୃଦୟରେ

ଶୁଭୁଛି ଗୋଟିଏ ସ୍ଵନ

ହେ ଈଶ୍ୱର ! ତମେ ରକ୍ଷା କରିି ଦିଅ

ମୋ ପୃଥିବୀ ମଣିଷ ବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy