Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

sudhakar sethi

Fantasy

4  

sudhakar sethi

Fantasy

ବାପା

ବାପା

1 min
181


ବାପା

ସାଗରଠାରୁ ମହାନ ଆକାଶ

ଠାରୁ ଉଚ୍ଚା

ବିଶାଳ ଭୁଜାର ଛାତ ତଳେ

ଜୀବନର ମଧୁରତା ।


ବାପା

ସନ୍ତାନର ଖୁସିରେ

ଵଞ୍ଚିବାର ଦେଖେ ନୂଆ ଦିଶା

ଅଧା ପେଟର ଦୁନିଆରେ

ସେ ତ ଏକା ଭରସା ।


ବାପା

ହାରିବା ଜିତିବାର ଅଙ୍କକଷାରେ 

କେବେ ନଥାଏ ପଛଘୁଞ୍ଚା

ଜୀବନର ସବୁ ସୁଖ

ତାଙ୍କ ଦାନରେ ତ ଲେଖା ।



Rate this content
Log in