Travel the path from illness to wellness with Awareness Journey. Grab your copy now!
Travel the path from illness to wellness with Awareness Journey. Grab your copy now!

sudhakar sethi

Fantasy

4  

sudhakar sethi

Fantasy

ବାପା

ବାପା

1 min
173


ବାପା

ସାଗରଠାରୁ ମହାନ ଆକାଶ

ଠାରୁ ଉଚ୍ଚା

ବିଶାଳ ଭୁଜାର ଛାତ ତଳେ

ଜୀବନର ମଧୁରତା ।


ବାପା

ସନ୍ତାନର ଖୁସିରେ

ଵଞ୍ଚିବାର ଦେଖେ ନୂଆ ଦିଶା

ଅଧା ପେଟର ଦୁନିଆରେ

ସେ ତ ଏକା ଭରସା ।


ବାପା

ହାରିବା ଜିତିବାର ଅଙ୍କକଷାରେ 

କେବେ ନଥାଏ ପଛଘୁଞ୍ଚା

ଜୀବନର ସବୁ ସୁଖ

ତାଙ୍କ ଦାନରେ ତ ଲେଖା ।



Rate this content
Log in

More oriya poem from sudhakar sethi

Similar oriya poem from Fantasy