STORYMIRROR

Akshayakumar Dash

Action Fantasy Others

3  

Akshayakumar Dash

Action Fantasy Others

ଏଲିଏନ

ଏଲିଏନ

1 min
147

ଅନନ୍ତ ଆକାଶର ଉଦାର ହୃଦୟ

ଅସୁମାରୀ ହାର୍ଦିକ ଅଭିନନ୍ଦନ

ଅସଂଜତ ଗୋଷ୍ଟି ଧର୍ମ

ଅସ୍ପଷ୍ଟ ରହିଯାଏ ଭାଷା

 ବିନ୍ଦୁ ରୁ ମହାସିନ୍ଦୁ

ଏଲିଏନ ସମସ୍ତ ଭାବନା

ହୃଦୟ ଗ୍ରନ୍ଥିର ଗୋପନ ବେଦନା

ସବୁଠି ଦୁଷ୍ଟାମୀ ସେତିକି

ସେତିକି ବେଳେ ମଳୟ

ନିମିଷେ ନିର୍ବାପିତ 

ଅନାଗତ ଭବିଷ୍ୟତ ଗଣନା

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବହି

ଅପୂର୍ଣ୍ଣ ଭୌତିକ ପଦାର୍ଥ ବିଜ୍ଞାନ

ଗିଜ୍ଞାସା ପାଇଁ ଅନୁରୋଧ କରାଯାଏ

ବହୁତ୍ ମଜା ଆସିବ ପ୍ରିୟା

ପ୍ରତିମା ନିର୍ମାଣ କରି ଚଳନ୍ତି ପ୍ରତିମାକୁ

ଅହେତୁକ ଅନୁକମ୍ପା ମୂଳକ ପଦକ୍ଷେପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action