STORYMIRROR

Jyotsna Acharya

Abstract Fantasy Others

3  

Jyotsna Acharya

Abstract Fantasy Others

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
175

ମନର ସାମ୍ରାଜ୍ୟେ

ନିର୍ମଳ ଶାସନ

ହିତ ଯଦି କର

ନ କର ଅହିତ

ଶତୃ, ହିଂସା, ଇର୍ଷା,

ନ ହେଉ ଚିନ୍ତନ

ପରାସ୍ତ ନ ହେଉ

ରାଜକୀୟ ଶରୀର

ରୋଗ, ବ୍ୟାଧି ଜରା

ବାହ୍ୟ ଆକ୍ରମଣ

ମନ ସାମ୍ରାଜ୍ୟର କ୍ଷଣ ପତନ

ମସ୍ତିକ ବିଚାର

ସ୍ଥିର ବୁଦ୍ଧି ସମ୍ପନ୍ନ

ଯୋଗ୍ୟ ସେ ସମ୍ରାଟ, ଦକ୍ଷ ପରିଣାମ

ଜୀବନ ସୀମାରେ

ତୀକ୍ଷ୍ନ ଦୃଷ୍ଟି ଶର

ନିଜ ସୀମାନ୍ତର ରକ୍ଷା ପାଳକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract