Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Classics

5.0  

Dharitri Mallick

Classics

ତୁମ ବିନା ପ୍ରଭୁ ..

ତୁମ ବିନା ପ୍ରଭୁ ..

1 min
407


ତୁମ ବିନା ପ୍ରଭୁ ,

ଲାଗେ ସବୁ ନିରର୍ଥକ ।।

ବଞ୍ଚିବା ଲାଗେ ଅତି କଷ୍ଟକର,

ଏ କୂଟ କପଟୀ ଦୁନିଆରେ ।।

ତୁମେ ମୋ ସାଥୀ, ତୁମେ ମୋ ଜୀବନ ,

କୁହ ପ୍ରଭୁ ଛାଡ଼ିବ ଯଦି ମୋ ସାଙ୍ଗ ,

ତେବେ କାହା ସଙ୍ଗେ ହେବି ମୁଁ ସାଙ୍ଗ ?

ତୁମକୁ ଆଉ ପାଉନି ଖୋଜି,

କି ଦୋଷେ ମୋତେ ଦେଲ ଦୁରେଇ ?

ରାଗ ଅଭିମାନେ ସିନା ଦେଇଛି ଗାଳି ଅନେକ ,

ହେଲେ ତୁମେ ଯେ ମୋର ଅତି ଆତ୍ମୀୟ !!

ସେକଥା କଣ ଅଛପା ତୁମ୍ଭକୁ ?

ତୁମ ବିନା ମୋର ନାହିଁ ଗତି ମୁକ୍ତି,

ମୋତେ ନ ଯାଅ ଛାଡ଼ି ଏକା କରି !!

ବିନା ତୁମ ସଙ୍ଗେ ମୁଁ ନ ପାରେ ଚାଲି ,

ଏ ସଂସାରେ ବଞ୍ଚିବା ହୁଏ ଭାରି ଭାରି !!


Rate this content
Log in

Similar oriya poem from Classics