Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Classics Fantasy

4.0  

Prahallad Sahoo

Romance Classics Fantasy

ତୁମ ଖୁସି ର ଚେହେରା

ତୁମ ଖୁସି ର ଚେହେରା

1 min
114



ତୁମ ଚେହେରା କାହାର ମୋହି ନିଏ ମନ

ତୁମ ଚେହେରା କାହାର ନେଇଯାଏ ପ୍ରାଣ।।


ତୁମ ଚେହେରା କାହାପାଇଁ ଆତ୍ମୀୟତା ର ଚିହ୍ନ

ତୁମ ଚେହେରା କାହାପାଇଁ ସେ ଆତ୍ମା ର ବନ୍ଧନ।।


ତୁମ ଚେହେରା କାହାକୁ କରି ନିଏ ନିଜର

ତୁମ ଚେହେରା କାହାକୁ ଡରାଏ କ୍ରୁରତା ର।।


ତୁମ ଚେହେରା କାହା ପ୍ରାଣେ ଭରିଦିଏ ସମ୍ମାନ 

ତୁମ ଚେହେରା କାହା ମନେ ଭରିଦିଏ ଅପମାନ।।


ତୁମ ଚେହେରା ସଦା ହୁଏ ପ୍ରଶଂସା ର ପାତ୍ର

ତୁମ ଚେହେରା ସଦା ଆଦରଣୀୟ ଖୁସି ର।।


ତୁମ ଚେହେରା କେବେ ବାଣ୍ଟିଥାଏ ହସ ବିଶ୍ବାସ ର

ତୁମ ଚେହେରା କେବେ ହରିନିଏ ସୁଖ

ଅବିଶ୍ବାସ ର।


ତୁମେ ଚେହେରା ସଜେଇ ଦିଏ ପାଗଳ

ପ୍ରତାରଣା ର

ତୁମ ଚେହେରା ସଜେଇ ଦିଏ ରାଜନ

ପରାକାଷ୍ଠା ର।।



Rate this content
Log in

Similar oriya poem from Romance