STORYMIRROR

Asish Behera

Children

3  

Asish Behera

Children

ସ୍କନ୍ଦମାତା

ସ୍କନ୍ଦମାତା

1 min
154

ପଞ୍ଚମୀରେ ପୂଜା ପାଅ

ସ୍କନ୍ଦମାତା ନାମେ

ଚତୁର୍ଭୁଜା ଧାରୀ ମାଆଗୋ

ଗୁହାରୁଛି ମର୍ମେ 


ସ୍କନ୍ଦଙ୍କର ପରି ମାଆଗୋ

ମତେ ସ୍ନେହ କର

ରାଗ ରୁଷା ହୋଇ ମାଆଗୋ

ନ କରିବ ପର II



Rate this content
Log in

Similar oriya poem from Children