Audio

Forum

Read

Contests

Language


Write

Sign in
Wohoo!,
Dear user,
ତମେ ଆଉ ମୁଁ-3
ତମେ ଆଉ ମୁଁ-3
★★★★★

© Sarada Parida

Abstract Others

1 Minutes   6.6K    1


Content Ranking

ତୁମେ ମୋ ଆଖିର ଅଭୂଲା ସପନ

ଅସ୍ପଷ୍ଟ ଉଚ୍ଛ୍ଵାସଟିଏ

ଅନ୍ତଃ ପୀଡାର ଅନନ୍ତ କାରଣ

ଉତ୍ତପ୍ତ ନିଶ୍ଵାସଟିଏ

ମୁଁ ହାରିଯାଇଥିବା ଅଜଣା ଯୁଦ୍ଧର

କ୍ଷତାକ୍ତ ସୈନିକଟାଏ

ମରଣ ଶଯ୍ୟାରେ ନିଶ୍ଵାସର ଲାଗି

ଅନ୍ତିମ ବିଶ୍ଵାସଟିଏ । 

#ଚେନାଏ କବିତା

ତୁମେ ପୀଡା ସୈନିକ

Rate the content


Originality
Flow
Language
Cover design

Comments

Post


Some text some message..