STORYMIRROR

Sasmita Das

Tragedy

4  

Sasmita Das

Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
197

ଜୀବନଟା ତ ଗୋଟେ

ଭୁଲ ଠିିକଣା,

ବଦଳୁଥାଏ ବାର ବାର

ପରିିଚୟ ସାଥେ ମୋର ।

ଜନ୍ମର ଠିକଣା ଏନ୍ତୁୁଡ଼ିଶାଳ

ଶୈଶବ ଠିକଣା

ଘରର ଅଗଣା ।

ଯୌବନେ ହୁଏ ବାଟ ବଣା

ବାର୍ଦ୍ଧକ୍ୟ ଠିକଣା

ଜରାଶ୍ରମ ସିନା,

ମୃତ୍ୟୁର ଠିକଣା

ମଶାଣି ଭୂଇଁ ।

କେଉଁଟା କହିବି ଠିକଣା ମୋର

ଜୀବନଟା ଗୋଟେ ଭୁଲ ଠିିିକଣା....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy