STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ସ୍ବୟଂକାର

ସ୍ବୟଂକାର

1 min
217

ସରସୀର ଜଳେ

ପଙ୍କଜ ପଦ୍ମ ଢଳ ଢଳ

ସାହାସ ଶକ୍ତିର 

ସେ ସ୍ବୟଂକାର।


ଧବଳ ନୀଳ 

କଇଁ ସମାହାର

ସ୍ବଛ୍ଛ ସରଳ 

ଆଶା ଇଛ୍ଛାକାର।


ପ୍ରକୃତ୍ତିର ସଦା 

ରମ୍ୟ ଉପହାର

ଧନ୍ୟ ମା' ତୁମେ, 

ନିଜେ କଳାକାର ।


ଧୂସର ଧୂଳିର 

ସେ ଘୂର୍ଣ୍ଣି ଝଡ

କ୍ରୋଧ ବିଜୁଳିର

କଳା ମେଘ ଘେର।


ବରଷା ଝର ଟିରେ 

ଅରର୍ଣ୍ଣ୍ୟ-ସୃଷ୍ଟି ସୁଖକର

ବନ୍ୟ ସମ୍ପତିର 

ନିରା-କରଣ। 


କାତ୍ତ୍ୟାୟିନୀ ନାମେ 

ଧରା ପୃଷ୍ଟ କୁ ତୋ ଅବତରଣ

ଞାନ ମାର୍ଗ ଟିରେ 

ଶାନ୍ତି ଟିର ତୁ ବିଜୟୀ କରଣ।


Rate this content
Log in

Similar oriya poem from Abstract