Jyotsna Acharya
Abstract Classics Inspirational
ଅନ୍ଧାରକୁ ନାଶି
ଆଲୋକ ପରଶି
ସୃଷ୍ଟିକୁ ରଚିଲ
ମା' ଜ୍ୟୋତୀ ମୂଖୀ।
ଆନନ୍ଦ ଉଲ୍ଲାସ
କଳ୍ୟାଣ ନିମିତ୍ତ
ଜପିଲ ମାଳାଟି
ନିଧି ସିଦ୍ଧି ଧାତ୍ରୀ।
ମହୀରେ ସ୍ବାଗତ
ଦୂବଗଛ ଘାସ
ଦୁଲ୍ଲଭା, ମନ୍ଦାର
ମୁଣ୍ଡ ନୁଆଁଇ।
ଜଗତକୁ ଶାନ୍ତି ଖୁସି
ଭରିଯାଉ
ହେ ମା ଅଷ୍ଟଭୂଜା
ଜଗଦାତ୍ରୀ।
ମୋ ଗାଁ
ରାମ ନବମୀ
ଜ୍ଞାନ ଚକ୍ଷୁ
ଦୋଳ ପୂର୍ଣ୍ଣମୀ
ପ୍ରଗତୀ
ଈଶ୍ବରଙ୍କ ଇସାର...
କବି କଲମ
ମହା ଶିବରାତ୍ରୀ
ବଂଶୀସ୍ବର
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଈର୍ଷା ଈର୍ଷା
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ
ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନ ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତ...
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ