ଶସ୍ତା କବିତା - ୩୯
ଶସ୍ତା କବିତା - ୩୯
ଡାକ୍ତରମାନଙ୍କ ଦେଖି ହସ୍ତାକ୍ଷର
ହାର୍ ମାନିଯିବେ ବସ୍ କଣ୍ଡକ୍ଟର୍
ଅଟୋବାଲା କବିପ୍ରବର
ଲେଖିଦେବେ ନାଆଁ ଦୁନିଆଁଯାକର
ପୁଅ ଝିଅ ଠାରୁ ବାପା ମା ଓଗେର
‘ଘରକୁ ଫେରିଲେ ତୁମର’
ପ୍ରମୋଦ କୁମାର ଜେନା ©
ଡାକ୍ତରମାନଙ୍କ ଦେଖି ହସ୍ତାକ୍ଷର
ହାର୍ ମାନିଯିବେ ବସ୍ କଣ୍ଡକ୍ଟର୍
ଅଟୋବାଲା କବିପ୍ରବର
ଲେଖିଦେବେ ନାଆଁ ଦୁନିଆଁଯାକର
ପୁଅ ଝିଅ ଠାରୁ ବାପା ମା ଓଗେର
‘ଘରକୁ ଫେରିଲେ ତୁମର’
ପ୍ରମୋଦ କୁମାର ଜେନା ©