Audio

Forum

Read

Contests

Language


Write

Sign in
Wohoo!,
Dear user,
ଶସ୍ତା କବିତା - ୩୯
ଶସ୍ତା କବିତା - ୩୯
★★★★★

© Pramod Kumar Jena

Comedy

1 Minutes   1.4K    6


Content Ranking

ଡାକ୍ତରମାନଙ୍କ     ଦେଖି ହସ୍ତାକ୍ଷର

ହାର୍ ମାନିଯିବେ ବସ୍ କଣ୍ଡକ୍ଟର୍

ଅଟୋବାଲା କବିପ୍ରବର

ଲେଖିଦେବେ ନାଆଁ    ଦୁନିଆଁଯାକର

ପୁଅ ଝିଅ ଠାରୁ ବାପା ମା ଓଗେର

‘ଘରକୁ ଫେରିଲେ ତୁମର’


ପ୍ରମୋଦ କୁମାର ଜେନା ©

ପୁଅ ଝିଅ ଶସ୍ତା

Rate the content


Originality
Flow
Language
Cover design

Comments

Post


Some text some message..