ଝିଅର ପିତା
ଝିଅର ପିତା
ବାହାଘର ବେଳେ ଛାତି ଫାଟିଯିବ
ମୁଣ୍ଡ ବାଡେଇବେ ଯଉତୁକ ଚିନ୍ତା
ପୁଅ ବୋହୁ ଦେଲେ ଦୁଇ ଗୋଇଠା
ମନେ ପଡିଯିବ ନିଜ ଦୁହିତା
କିଏ ଭାଇନା...
ଭାଗ ବଣ୍ଟା ବେଳେ ଦିନେ ଭାବିଲନି
ପୁଅର ଅଧାକୁ ଝିଅର ଅଧା
ପ୍ରମୋଦ କୁମାର ଜେନା ©
ବାହାଘର ବେଳେ ଛାତି ଫାଟିଯିବ
ମୁଣ୍ଡ ବାଡେଇବେ ଯଉତୁକ ଚିନ୍ତା
ପୁଅ ବୋହୁ ଦେଲେ ଦୁଇ ଗୋଇଠା
ମନେ ପଡିଯିବ ନିଜ ଦୁହିତା
କିଏ ଭାଇନା...
ଭାଗ ବଣ୍ଟା ବେଳେ ଦିନେ ଭାବିଲନି
ପୁଅର ଅଧାକୁ ଝିଅର ଅଧା
ପ୍ରମୋଦ କୁମାର ଜେନା ©