Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Tragedy

3  

Dambarudhar Bag

Tragedy

ତୁମ ବିନା

ତୁମ ବିନା

1 min
321


ତୁମ ବିନା କି ବଞ୍ଚି ହେବ ଲୋ

ଦୁନିଆରେ ଏକା ଏକା ।

ତୁମ ବିନା କି ଚାଲି ହେବ ଲୋ

ଜୀବନ ବାଟରେ ଏକା ।

ଭୂମିକମ୍ପ ଭଳି କେତେ ଯେ ସ୍ପନ୍ଦନ

ସୃଷ୍ଟି ହୁଏ ହୃଦୟରେ ।

ସବୁଠି ଶୂନ୍ୟତା ତୁମ ବିନା ପ୍ରିୟା

ଲାଗୁଥାଏ ଏ ସଂସାରେ ।

ଜୀବନ ପ୍ରଦୀପ ଲିଭି ଲିଭି ଯିବ

ତୁମ ଉପସ୍ଥିତି ବିନା ।

ଉପସ୍ଥିତି ତୁମ ଜୀବନ ସଞ୍ଚାର

ମୃତ୍ୟୁ ହୁଏ ତୁମ ବିନା ।

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, ଜିଲ୍ଲା -କଳାହାଣ୍ଡି


Rate this content
Log in

Similar oriya poem from Tragedy