ନିଷ୍ଠୁର ସତ
ନିଷ୍ଠୁର ସତ
ଅନ୍ୟର ଓଠରେ ହସ ବାଣ୍ଟିଦେଇ
ନିଜ ଦୁଇ ଆଖି ଶ୍ରାବଣୀ ହେଲା।
ଅନ୍ୟର ଅଗଣା ସଜାଉ ସଜାଉ
ଆପଣା ଅଗଣା ମଶାଣି ହେଲା।
ଆଜିର ମଣିଷ ନିଜ ପାଇଁ ଖୁସି
ଖୋଜିବାକୁ ନିଜେ ନୁହେଁ ସମର୍ଥ।
ସେ କାହୁଁ ବାଣ୍ଟିବ ଦରଦ ତୋ'ପାଇଁ
ପଥର ଦୁନିଆ, ନିଷ୍ଠୁର ସତ।
ଅନ୍ୟର ଓଠରେ ହସ ବାଣ୍ଟିଦେଇ
ନିଜ ଦୁଇ ଆଖି ଶ୍ରାବଣୀ ହେଲା।
ଅନ୍ୟର ଅଗଣା ସଜାଉ ସଜାଉ
ଆପଣା ଅଗଣା ମଶାଣି ହେଲା।
ଆଜିର ମଣିଷ ନିଜ ପାଇଁ ଖୁସି
ଖୋଜିବାକୁ ନିଜେ ନୁହେଁ ସମର୍ଥ।
ସେ କାହୁଁ ବାଣ୍ଟିବ ଦରଦ ତୋ'ପାଇଁ
ପଥର ଦୁନିଆ, ନିଷ୍ଠୁର ସତ।