STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ସେ ଓ ମୁଁ -ରୀତା

ସେ ଓ ମୁଁ -ରୀତା

1 min
191

ତୁମେ କୁହ ମୁଁ ଗୋଟିଏ ଦୁଷ୍ଟ ମେଘ। ମୁଁ କୁହେ ତୁମେ ଗୋଟିଏ ଭସା ମେଘ । ମତେ ଓଦା କରିଦିଅ ସବୁବେଳେ। ଅନାମିକା

ସବୁବେଳେ ପ୍ରଗଳଭ କଥା କହୁଥିଲେ ଜମା ତାକୁ ରୋକି ହୁଏନି। ମୁଁ ସବୁବେଳେ ଚୁପଚାପ। କେବେ ବି ନିଜ ମନ କଥା

ଖୋଲି କହିପାରେନି। ଏତେ ଭଲପାଇବା ଥିଲା ଆମ ଭିତରେ।

କେଜାଣି କଣ ହେଲା ? ହଟାତ ଦିନେ ସେ ମୋ ହାତ ଛାଡିଚାଲିଗଲl ଏବେ। ମୋ ଜୀବନ ଗୋଟିଏ ମରୁଭୂମି ପାଲଟି ଗଲାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract