STORYMIRROR

Reeta aparajeeta Mohanty

Others

1  

Reeta aparajeeta Mohanty

Others

ମୋ ଡାଇରୀ ର କିଛି ସ୍ମୃତି

ମୋ ଡାଇରୀ ର କିଛି ସ୍ମୃତି

1 min
210

ମୋ ଡାଇରୀ ଲେଖିଲି ବୋଲି ଜାଣିଲ

ମନରେ ଏତେ ସ୍ମୃତି ଘର କରିଥିଲ।

ସେଥିପାଇଁ ଷ୍ଟୋରୀ ମୀରର କୁ ଧନ୍ୟବାଦ

ଦେବି। ଏଇ ତାଲା ବନ୍ଦ ବା ଲକଡାଉନ

ସମୟରେ ମୁଁ ନିଜକୁ ପୁଣିଥରେ ଖୋଜିପାଇଲି।

ସତରେ ମନରେ ଅନେକ ସ୍ମୃତି ଗୁନ୍ଥା ଥାଏ।କିଛି ମନେ

ଥାଏ କିଛି ସମୟର ସୁଅ ରେ ଭୁଲିହେଇଯାଏ। ମୋ ବାହାଘର ପରେ ମୁଁ ଗାଁ କୁ ଯାଇଥିଲି ଶାଶୁଘର ସେ ସମୟର ଅନୁଭୂତି

ବହୁତ ସୁନ୍ଦର ଥିଲା।ସୁନ୍ଦର ରାସ୍ତା ମନୋରମ ପରିବେଶ

ଯେଉଁଠି ଦେଖ ସେଇଠି କାଜୁ ଗଛ । ସବୁ ଲୋକ ବହୁତ ଭଲ ଥିଲେ। ମତେ ଦେଖିବାକୁ ପୁରା ଗାଁ ସାରା ଚାଲିଆସିଥାଏ।

ବହୁତ ସୁନ୍ଦର ଥିଲା ସେ ଦିନର ଅନୁଭବ।ଆହୁରି

ଅନେକ ସ୍ମୃତି ବାକି ଅଛି।ମତେ ବହୁତ ନିଦ

ଲାଗିଲାଣି ଆଜି ପାଇଁ ଏତିକି।ନିଜ ଘରେ ରୁହଁନ୍ତୁ ସୁରକ୍ଷିତ

ରୁହଁନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍