Reeta aparajeeta Mohanty
Literary Colonel
AUTHOR OF THE YEAR 2019 - NOMINEE
625
Posts
210
Followers
20
Following
ଏକାଧାରରେ କବି ,ଗାଳ୍ପିକl ,ସ୍ଥମ୍ଭକାର ଓ ନାଟକ ବି ଲେଖିଛି । ଛୋଟ ବେଳୁ ଲେଖା ଆରମ୍ଭ କରିଛି। ଆଜି ଯାଏଁ ମୋ ଯାତ୍ରା ଚାଲିଛି ।ମନସ୍ୱିନୀ ,ଗୋଧୂଳି ,ମନୀଷା,ସ୍ୱାଗତିକା ,ଉତ୍କଳ ପ୍ରସଙ୍ଗ ,ଵର୍ଣ୍ଣ ବିତାନ ,ଶିଳlଶ୍ରୀ କବିତାୟନ ,ବାସୁଦେବ ,ଚିହ୍ନ ,ପ୍ରୀତି ପଲ୍ଲବ , ଚନ୍ଦନ ଧାରା,ବାସୁଦେବ ,କୁଞ୍ଜକଳିକା ,ପୁଣ୍ୟତୋୟା ଜାହ୍ନବୀ ,ସାରସ୍ୱତ ସମାଜ ,ମାଟିର ମହକ... Read more
ଏକାଧାରରେ କବି ,ଗାଳ୍ପିକl ,ସ୍ଥମ୍ଭକାର ଓ ନାଟକ ବି ଲେଖିଛି । ଛୋଟ ବେଳୁ ଲେଖା ଆରମ୍ଭ କରିଛି। ଆଜି ଯାଏଁ ମୋ ଯାତ୍ରା ଚାଲିଛି ।ମନସ୍ୱିନୀ ,ଗୋଧୂଳି ,ମନୀଷା,ସ୍ୱାଗତିକା ,ଉତ୍କଳ ପ୍ରସଙ୍ଗ ,ଵର୍ଣ୍ଣ ବିତାନ ,ଶିଳlଶ୍ରୀ କବିତାୟନ ,ବାସୁଦେବ ,ଚିହ୍ନ ,ପ୍ରୀତି ପଲ୍ଲବ , ଚନ୍ଦନ ଧାରା,ବାସୁଦେବ ,କୁଞ୍ଜକଳିକା ,ପୁଣ୍ୟତୋୟା ଜାହ୍ନବୀ ,ସାରସ୍ୱତ ସମାଜ ,ମାଟିର ମହକ ,କଥା ରେ କଥା ରେ , କବିତା ଡାଇରୀ ,ଶୁଭଶ୍ରୀ ସାରଦା,,ଆମରି ସତ୍ୟ ,ବୟସ ର କୃଷ୍ଣଚୁଡା ,ବନ୍ଧୁ ପତ୍ରିକା ଇତ୍ୟାଦି। ମୁଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ରୁ ସମ୍ମlନ ପାଇଛି। କଳିଙ୍ଗ ଭାରତୀ ,ଦ୍ଵିତୀୟ ଭଞ୍ଜ ଆଦି ଅନେକ ସମ୍ନାନ ହେଲେ ମୋ ପାଠକ ଙ୍କ ମୋ ପ୍ରତି ସ୍ନେହ ମୋର ସବୁଠାରୁ ବଡ଼ ଉପଲବ୍ଧି। ୨୪.୮.୧୯ ମତେ ସାରଳା ଦେବୀ ସ୍ମୃତି ସମ୍ମାନ ଶିକ୍ଷା ମନ୍ତ୍ରୀ ଙ୍କ କର କମଳ ମିଳିଛି।ଏଇ ମାସ ୨୩ ତାରିଖରେ ଜରିପୁଟ ଗୁଡୁମ ଗୋପୀନାଥ ସେବା ସଦନରୁ ମତେ ନକ୍ଷେତ୍ର ମାଳି ସମ୍ମାନ ,ଓ ବାଲେଶ୍ଵର ରୁ ବାଣୀକନ୍ୟା ସମ୍ମାନ ମତେ ମିଳିଛି ।ମୋ ପ୍ରଭୁ ଜଗନ୍ନାଥ ଓ ମୋର ସମସ୍ତ ପାଠକ ଓ ମୋର ମାତା ପିତା ସ୍ୱାମୀ ମୋର ସମସ୍ତ ଗୁରୁଜନଙ୍କ ଆଶୀର୍ବାଦ ରୁ ସମ୍ଭବ ହେଇ ପାରିଛି।ଏବେ ମୁଁ storymirror ପରିବାର ରେ ସାମିଲ ହେଇଯାଇଛି ଓ Author of week ହେଇପାରିଛି ସେଥିପାଇଁ ମୁଁ ମୋର ସବୁ ପାଠକ ଓ storymirror ପରିବାରକୁ ବହୁତ ବହୁତ ଧନ୍ୟବାଦ। ଏଇ ମାସ ନଅ ତାରିଖରେ ମତେ ବାଣୀ ପ୍ରଭା ତରଫରୁ ବାଣୀମିତ୍ର ସମ୍ମାନ ମିଳିଲା। ଫେବ୍ରୁଆରୀ -୧୬ ଭଞ୍ଜ କଳା ମଣ୍ଡପରେ ମୁଁ nonstop ନଭେମ୍ବର ର ଟ୍ରଫି ଧରିଲି। ବହୁତ ଧନ୍ୟବାଦ story Mirror ବିଭୁ ସାର ,ପଲ୍ଲବୀନି ମାମ,ନେହl Mam ଓ ମୋର ସବୁ ପ୍ରିୟ ପାଠକଙ୍କୁ ସବୁଠାରୁ ବଡ଼ ଧନ୍ୟବାଦ।
Read less
Share with friends