STORYMIRROR

Reeta aparajeeta Mohanty

Fantasy Inspirational

4  

Reeta aparajeeta Mohanty

Fantasy Inspirational

ସମୟ

ସମୟ

1 min
229

ସମୟ କେମିତି ବିତିଗଲ ଜଣା ପଡ଼ିଲାଣି ଜମା

ସେ ଛୋଟ ବେଳର ସାଙ୍ଗସାଥୀ

ସେ ଲୁଚକାଳି ରୁମାଲଚୋରି ଖେଳ

ଆଜି ବି ମନେପଡ଼େ।

ବୋଉ ଆଦର

ବାପାଙ୍କ ଆକଟ 

ଭାଇ ଭଉଣୀଙ୍କ ସ୍ନେହ।

ସେ ବର୍ଷାରେ ଭିଜିବା 

କାଦୁଅରେ ଚପଚପ ହେଇ ଘରକୁ 

ଫେରିବା …....।

ବୋଉର ମିଠା ଗାଳି

କିଛି ତ ଭୁଲିନି 

ସେ ସ୍ମୃତି ଭୁଲିହୁଏନି

ସେ ସ୍ମୃତି ଶୀତ ସକାଳର ଖରା ପରି

ଫୁଲର ମହକ ପରି

ଯାହା ମହକ ଆଜି ବି ସତେଜ ଅଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy