STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ମୋ ଡାଇରୀ (ପୃଥିବୀ ଦିବସ ବିଷୟରେ)

ମୋ ଡାଇରୀ (ପୃଥିବୀ ଦିବସ ବିଷୟରେ)

1 min
170

ମୋ ଡାଇରୀ ର ଅନେକ ରଙ୍ଗ ଦେଖିଲେଣି ନା।ଆପଣ ଙ୍କୁ ଏଇଭାବ ଭଲ ଲାଗୁଛି ନା ।ସବୁଦିନ ଗୋଟିଏ ପ୍ରକାର ଖାଇବାଯେମିତି ଭଲ ଲାଗେନି । ସେମିତି ସବୁଦିନ ଗୋଟିଏପ୍ରକାର କାହାଣୀ ଭଲ ଲାଗିବନି।ତେଣୁ ଚେଷ୍ଟା କରୁଛି ପ୍ରତ୍ୟେକ ଦିନ ମୋ ଡାଇରୀ ଗୋଟିଏ ଭିନ ରଙ୍ଗ କୁହେ।ଆଶା ଆପଣଙ୍କୁ ମୋର ପ୍ରତ୍ୟେକ ରଙ୍ଗ କେବେ

ଆଶା ତ ନିରାଶା ବୋଳା ରଙ୍ଗ।


ଆଜି ପୃଥିବୀଦିବସ ଏଇ ଲକ ଡାଉନ ସମୟରେ ପୃଥିବୀର ସୁରକ୍ଷା ବିଷୟରେ ଧାନ୍ୟ ଦେବା।ଆମ ଘର

ପରିବାର ସଭିଙ୍କୁ ମୋର ପ୍ରଣାମ। ଆଜି Earth day

ଆଜି ପ୍ରତ୍ୟକ ମୋ ଭାଇ ଭଉଣୀଙ୍କୁ ଧନ୍ୟବାଦ

ସେମାନେ ସମସ୍ତେ ଘରେ ରହି ଜଣେ ସେନା ର ଭୁମିକl

ଭଲ ଭାବେ ପାଲନା କରୁଛନ୍ତି। ତା ଦ୍ୱାରା ଆମେ

ସୁରକ୍ଷିତ ରହିପାରୁଛୁ। ଆମେ ନିଜ ପରିବେଶ ର

ସୁରକ୍ଷା ପ୍ରତି ଦୃଷ୍ଟି ଦେବା।ଗାଡି ମଟର ବ୍ୟବହାର

କମ କରିବା । ପ୍ରତିଦିନ ଗଛ ଲଗେଇବା ତା ଦ୍ୱାରା

ଆମ ପୃଥିବୀ ସୁରକ୍ଷିତ ରହିପାରିବ। ଆଜି ପାଇଁ ଏତିକି

ମୋ ଡାଇରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍