STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ଡାଇରୀ (ସ୍ମୃତିଭିଜା ) -ରୀତା

ମୋ ଡାଇରୀ (ସ୍ମୃତିଭିଜା ) -ରୀତା

1 min
237

ଡାଇରୀ କେବେ କିଛି କୁହେନି। ହେଲେ ମୋ ମନ ଭାଷା ପ୍ରକାଶ

କରିବା ରେ ତାର ବଡ଼ ଭୂମିକା ଅଛି। ଏଇ ଲକ ଡାଉନ ସମୟ ରେ ସେ ମୋର ଭଲ ସାଥୀ ହେଇଯାଇଛି। ଜୀବନର ଅନେକ

ଅନୁଭୂତି ମୁଁ ଲେଖି ପାରୁଛି। ତାଲlଵନ୍ଦ ସମୟ ରେ ମୁଁ ନିଜେ ନିକ ପାଇଁ ସମୟ ଦେଇ ପାରିଛି ।। ଆମ ପୋଲିସ, ପ୍ରଶାସନଡାକ୍ତର ଏମାନଙ୍କ ମହାନତl ଆଗରେ ମୋ ମୁଣ୍ଡ ସ୍ୱତଃ ନଇଁପଡେ। ସମସ୍ତେ ଆମକୁ କରୋନା ଭାଇରସ ମୁକ୍ତ ରଖିବା ପାଇଁ ଏତେ କଷ୍ଟ କରୁଛନ୍ତି। ଆମେ ସେମାନେଙ୍କ ଉପରେ ବୋଝ ବଢ଼େଇବାନି ଘରେ ରହି ନିଜକୁ ଓ ନିଜ ପରିବାର କୁ ସୁରକ୍ଷିତ ରଖିବା। ଆଜି ପୁଣି କିଛି ସ୍ମୃତି କହିବି ମୁଁ ଯେବେ ସ୍କୁଲରେ ଥିଲି । ସେତେବେଳେ ମତେ କ୍ରିକେଟ ଖେଳିବାକୁ ବହୁତ ଭଲ ଲାଗୁଥିଲା। ହେଲେ ଖେଳ ପାଇଁ ବାପା ବହୁତ ରାଗୁଥିଲେ। ବୋଉ ମତେ ଅନେକ ଥରେ ମମି ଏଇ ସମସ୍ୟାରୁ ଅନେକ ଥର ବଞ୍ଚେଇଛନ୍ତି।

ହେ ପ୍ରଭୁ ମୋ ପରିବାର ରୁ ପୃଥିବୀର ସମସ୍ତଙ୍କୁ ତୁମେ ଉଦ୍ଧାର କରି ପlରିବ। ଜଗନ୍ନାଥ ମୋର ଭରସା ଆଉ ପୁରା ଜଗତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract