ଏକାଧାରରେ କବି ,ଗାଳ୍ପିକl ,ସ୍ଥମ୍ଭକାର ଓ ନାଟକ ବି ଲେଖିଛି । ଛୋଟ ବେଳୁ ଲେଖା ଆରମ୍ଭ କରିଛି। ଆଜି ଯାଏଁ ମୋ ଯାତ୍ରା ଚାଲିଛି ।ମନସ୍ୱିନୀ ,ଗୋଧୂଳି ,ମନୀଷା,ସ୍ୱାଗତିକା ,ଉତ୍କଳ ପ୍ରସଙ୍ଗ ,ଵର୍ଣ୍ଣ ବିତାନ ,ଶିଳlଶ୍ରୀ କବିତାୟନ ,ବାସୁଦେବ ,ଚିହ୍ନ ,ପ୍ରୀତି ପଲ୍ଲବ , ଚନ୍ଦନ ଧାରା,ବାସୁଦେବ ,କୁଞ୍ଜକଳିକା ,ପୁଣ୍ୟତୋୟା ଜାହ୍ନବୀ ,ସାରସ୍ୱତ ସମାଜ ,ମାଟିର ମହକ... Read more
Share with friends
ବୋଉ ର ପଣତ ଛୋଟ ହୁଏନି ବୋଉ ର ଚନ୍ଦନ ଟିକା ପୁଅ କୁ ଭଲଲାଗେନି ।କେକ ମହମବତୀ ଠାରୁ ବୋଉ ଅନେକ ଦୂରରେ। ଆଜି ବି ପୂଜାକରେ ଷଠି ମାଙ୍କୁ । ଲେଖିକା ରୀତା ଅପରlଜିତା ମହାନ୍ତି
*ମୋ ମା* *ରୀତା ଅପରlଜିତା* *ମହାନ୍ତି* ମା ମୋର ପ୍ରଥମ ଗୀତା ସେଇ ମୋର ରାମାୟଣ ର ସୀତା ଲକ୍ଷ୍ମୀ ପୁରାଣର ଲକ୍ଷ୍ମୀ ପ୍ରତିମା ଖଡି ଛୁଆଁ ରୁ ନେଟ ପାଇବାଯାଏଂ ସେଇ ମୋ ସବୁଠାରୁ ବଡ଼ ଶାନ୍ତି ମୁଁ ଭଲ ଝିଅ କି ନାଁ ଜଣା ନାହିଁ ସେହି କୋଟି ପୂଣ୍ୟ ର ଫଳ ମୋ ଜୀବନର ଭୂଗୋଳ। ମୋ ଜୀବନ ବ୍ୟାଙ୍କ ଖାତାର ସବୁଠାରୁ ବଡ଼ ଜମା ପୁଞ୍ଜି ଅପରlଜିତା ଜୀବନ ର ସବୁଠାରୁ ମୋ ମା ଗୁରୁ ମୋର ଭଲବନ୍ଧୁ ବି। କାଶୀ ବୃନ୍ଦାବନ ସବୁ ମିଳେ ମୋ ମାଙ୍କ ପା ତଳେ ପୁଅଙ୍କ ଠୁ ଅଧିକ ଝିଅ କୁ ଦେଖିଛ
ଜୀବନ ଦୁଃଖ ସୁଖର ମିଳିତରେ ଜିଇଁବାକୁ ଥରେ ଝୁଣ୍ଟି ପଡି ଡ଼ରିଗଲ ହେବନି ଜୀବନରେ କେବେ ନା ନୂତନଆରମ୍ଭ କରିବାକୁ ।ଏଇତ ଜୀବନ ।
ଘର କେବଳ ଇଟା ସିମେଣ୍ଟ ଗୋଡିରେ ହୁଏନି ସ୍ନେହ ,ମମତାର ବନ୍ଧନରେ ହୁଏ।ମୋ ବାପା ମାଙ୍କ ଘର ମାନେ ସେଇ ମୋ ପାଇଁ କାଶୀ ମଥୁରା ବୃନ୍ଦାବନ। ଲେଖିକା ରୀତା ଅପରlଜିତା ମହାନ୍ତି।