STORYMIRROR

*ମୋ ମା* ...

“ *ମୋ ମା* *ରୀତା ଅପରlଜିତା* *ମହାନ୍ତି* ମା ମୋର ପ୍ରଥମ ଗୀତା ସେଇ ମୋର ରାମାୟଣ ର ସୀତା ଲକ୍ଷ୍ମୀ ପୁରାଣର ଲକ୍ଷ୍ମୀ ପ୍ରତିମା ଖଡି ଛୁଆଁ ରୁ ନେଟ ପାଇବାଯାଏଂ ସେଇ ମୋ ସବୁଠାରୁ ବଡ଼ ଶାନ୍ତି ମୁଁ ଭଲ ଝିଅ କି ନାଁ ଜଣା ନାହିଁ ସେହି କୋଟି ପୂଣ୍ୟ ର ଫଳ ମୋ ଜୀବନର ଭୂଗୋଳ। ମୋ ଜୀବନ ବ୍ୟାଙ୍କ ଖାତାର ସବୁଠାରୁ ବଡ଼ ଜମା ପୁଞ୍ଜି ଅପରlଜିତା ଜୀବନ ର ସବୁଠାରୁ ମୋ ମା ଗୁରୁ ମୋର ଭଲବନ୍ଧୁ ବି। କାଶୀ ବୃନ୍ଦାବନ ସବୁ ମିଳେ ମୋ ମାଙ୍କ ପା ତଳେ ପୁଅଙ୍କ ଠୁ ଅଧିକ ଝିଅ କୁ ଦେଖିଛ ”

By Reeta aparajeeta Mohanty
 369


More oriya quote from Reeta aparajeeta Mohanty
0 Likes   0 Comments
16 Likes   0 Comments
11 Likes   0 Comments
17 Likes   0 Comments
27 Likes   0 Comments