Trushna Das

Abstract Crime Others

4  

Trushna Das

Abstract Crime Others

ସେ ନିଛାଟିଆ ବେଞ୍ଚ

ସେ ନିଛାଟିଆ ବେଞ୍ଚ

11 mins
300


ଆଜି ଲିପୁ ବହୁତ ନିରାଶ ହୋଇ ଯାଇଛି। ନିଛାଟିଆ ଜଙ୍ଗଲ ରାସ୍ତାରେ ରାତିରେ ଏକ ମୁହାଁ ହୋଇ ମାଡ଼ି ଚାଳିଛି କୁଆଡେ ଗୋଟିଏ ?ଆଜି ନିଜକୁ ପୁରାପୁରି ଏକୁଟିଆ ମନେ କରୁଛି। ବଞ୍ଚିବ ବା କାହା ପାଇଁ ? ତାର ଜୀବନ ରେ ଆଉ ରହିଲା କ ଆଉ କିଏ ବା ? ସେ ଗୋଟିଏ ମଧ୍ୟବିତ୍ତ ପରିବାରର ପୁଅ। ବାପା ଅଖିଳ ଜଣେ ସରକାରୀ କ୍ଲାର୍କ ଓ ମାଆ ସୁଭଦ୍ରା ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କରୁଥିଲେ। ସାନ ଭଉଣୀ ଲିପ୍ସା ଓ ଭାଇ ଦୀପୁ ଦୁହେଁ କଲେଜରେ ପଢୁଥିଲେ। ହସ ଖୁସି ର ସଂସାର ଥାଏ। ଅଖିଳ ଚାକିରୀ ପାଇଁ ଏଇ ସହରକୁ ଆସି ଥିଲା। ସହରରେ ମହାପାତ୍ର ଇଣ୍ଡଷ୍ଟ୍ରି ର ମ୍ୟାନେଜର ଭାବରେ କାମ ପାଇଲା। ତା କାମରେ ଦିନେଶ ମହାପାତ୍ର ବହୁତ ଖୁସି ଥାଆନ୍ତି। ମହାପାତ୍ର ଇଣ୍ଡଷ୍ଟ୍ରି ସହରର ସବୁଠାରୁ ବଡ଼ ବ୍ୟବସାୟ। ଭରତ ମହାପାତ୍ର ଏହି ଇଣ୍ଡଷ୍ଟ୍ରି ର ମାଳିକ। କିଛି ମାସ ସେ ବ୍ୟବସାୟର ନୂଆ ବ୍ରାଞ୍ଚ ଖୋଲିଲେ। ଯେଉଁଠି ରେ ସେ ଲିପୁ କୁ ଚିଫ୍ ମ୍ୟାନେଜର ଓ ମଧୁ ବୋଲି ଏମି.ବି.ଏ ଛାତ୍ରୀ କୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ରଖିଲେ। ମଧୁ ଦେଖିବାକୁ ବହୁତ ସୁନ୍ଦରୀ। ଗୋଟିଏ ଗୋଳାଇ କଢୀଟିଏ ପରି ଯେମିତି ସ୍ବର୍ଗରେ ରହୁଥିବା ଅପସରି ପରୀ ।ମଧୁ ନୂଆ ନୂଆ କାମ କରୁ ଥାଏ। ଭୂଲ ହେଉ ଥାଏ । ଭରତ ମହାପାତ୍ର ଙ୍କ ଠାରୁ ଗାଲି ଖାଉ ଥାଏ। ତଥାପି କାମ ଶିଖିବାର ଜିଜ୍ଞାସା ଥାଏ। ମଧୁର ଚେଷ୍ଟା ଲିପୁ କୁ ଭଲ ଲାଗୁ ଥାଏ। ନିଆଁ ପାଖରେ ଘିଅ ରହିଲେ ଯେମିତି ଜୋରରେ ନିଆଁ ଜଳି ଉଠେ ସେମିତି ଦୁଇ ଯବାନ ଯୁବକ ଯୁବତୀ ଏକା ସାଙ୍ଗରେ କାମ କଲେ ଆଉ ପରସ୍ପରକୁ ପସନ୍ଦ କରୁ ଥିଲେ ପ୍ରେମର ନିଆଁ ଟି ଜଳି ଉଠିବ ନା। ମଧୁ ଓ‌ ଲିପୁ ପରସ୍ପର କୁ ବହୁତ ଭଲ ପାଇଲେ। ଛୁଟି ଦିନରେ ଲିପୁ ମଧୁକୁ ନେଇ ତା ଗାଁ କୁ ଗଲା। ଗାଁ ର ପରିବେଶ ମଧୁକୁ ବହୁତ ସୁନ୍ଦର ଲାଗିଲା। ମନୁକୁ ଲିପୁର ଘର ଲୋକ ଓ ମଧୁ ସେମାନଙ୍କୁ ପସନ୍ଦ କଲେ। ମଧୁ ଓ ଲିପୁ ପରସ୍ପରକୁ କିଛି ମାସ ପରେ ବିବାହ କରିବାର ପ୍ରତିଶ୍ରୁତି ଦେଲେ।

ପ୍ରେମ ଯେ ମଧୁ ଝରଣା, ତାର ଜଳ ଥରେ ଯିଏ ପାନ କରେ ସେ ତ ଭଅଁର ହୋଇ ପ୍ରେମ ପାଖକୁ ଦଉଡି ଯାଏ। ଏମିତି ଘଟିଛି ମଧୁ ଓ ଲିପୁ ମଧ୍ୟରେ। 

ଲିପ୍ସା ମଧ୍ୟ ସହରକୁ ଆସି ହଷ୍ଟେଲରେ ରହି ପାଠ ପଢୁ ଥାଏ। ଲିପ୍ସାର ଫେସବୁକ ରେ ଗୋଟେ ପୁଅ ସହ ସାଙ୍ଗ ହେଲା। ପୁଅଟି କିଏ ବୋଲି ନ ବୁଝି ପ୍ରେମ ଜାଲରେ ଫସି ଯାଇଥାଏ।

ମଧୁର ଜନ୍ମ ଦିନରେ ମଧୁ ପ୍ରଥମ ଥର ଲିପୁ କୁ ତା ବାପା ମାଆଙ୍କ ସହ ପରିଚିତ କରିବା ପାଇଁ ତା ପାର୍ଟି କୁ ଡାକିଲା।

ଲିପୁ ଯେତେବେଳେ ପାର୍ଟି ଜାଗାରେ ପହଞ୍ଚିଲା , ସେ ପାର୍ଟି ର ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପୁରା ବଡ଼ ହାଏ ଫାଏ ପାର୍ଟି। ଜଣେ ସାଧାରଣ ମ୍ୟାନେଜର ଭାବରେ କାମ କରୁଥିବା ଝିଅ ଏତେ ବଡ଼ ପାର୍ଟି ର ଯୋଜନା କେମିତି କରୁଛି। ଭିତରକୁ ସୁରକ୍ଷା କର୍ମଚାରୀମାନେ ଛାଡୁ ନ ଥାଆନ୍ତି। ପାଟି ଶୁଣି ମଧୁ ଆସି ନିଜର ଅତିଥି କହି ପାଛୋଟି ନେଲା। ଲିପୁ ଭିତରକୁ ଯାଇ ଦେଖିଲା ଯେ ମଧୁର ବାପା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭରତ ମହାପାତ୍ର। ଭରତ ମଧୁର ଅତିଥି ରୂପେ ଲିପୁ କୁ ଦେଖି ମନେ ମନେ ବିରକ୍ତ ହେଲେ। ମଧୁ ଭରତଙ୍କୁ ଲିପୁକୁ ଭଲ ପାଆନ୍ତି କହିବା ଆଗରୁ ଭରତ ନିଜ ପିଲାଦିନର ସାଙ୍ଗ ଚରଣ ଙ୍କ ପୁଅ ସହନ ସହ ମଧୁର ବିବାହ ହେବ ବୋଲି ପ୍ରଚାର କରି ସେଇ ଦିନ ହିଁ ଲଗ୍ନଧରା କରିବେ ବୋଲି କହିଲେ। ମଧୁ କଥା ନ ଶୁଣି ସମର ସହ ଲଗ୍ନଧରା କରାଇଲେ। ମଧୁ ତାଙ୍କ ବାପାଙ୍କୁ ଲିପୁ ବିଷୟରେ ବହୁତ କହିବା ପାଇଁ ଚେଷ୍ଟା କରିଛନ୍ତି। ହେଲେ ଶେଷରେ ସହନ ଓ ମଧୁର ଲଗ୍ନଧରା ହୋଇ ଯାଇଛି।ଲିପୁ ସହି ନ ପାରି ଗୋଟିଏ ଢାବାକୁ ଯାଇ ମଦ‌ ପିଇ ନିଶାଗ୍ରସ୍ତ ହୋଇ ରାସ୍ତା ରେ ପଡିଛନ୍ତି। ସକାଳୁ ଉଠିଲା ବେଳକୁ ସେ ନିଜକୁ ରାସ୍ତା କଡ଼ରେ ପାଇଛନ୍ତି। ଆଉ ମୋବାଇଲରେ ଲିପ୍ସା , ତାଙ୍କ ବାପା ମାଆ ଓ ମଧୁର ଏବଂ ଅଜଣା ନମ୍ବର ରୁ ବହୁତ ଫୋନ ଆସିଛି। ସେ ଆଉ ମଧୁକୁ ଫୋନ ନ କରି ଲିପ୍ସା କୁ ଫୋନ କଲେ । ତାର ଫୋନ ଲାଗିଲା ନାହିଁ। ବାପା ମାଆଙ୍କ ଫୋନ ବି ଲାଗୁ ନ‌ଥାଏ। ସେ ନିଜ ରୁମକୁ ଫେରି ଆସି ଦେଖିଲେ ଯେ ମଧୁ ତାଙ୍କ ରୁମରେ ବସିଛନ୍ତି।

ଲିପୁ : ମ୍ୟାଡମ ଆପଣ ?

ମଧୁ : କଣ କହିଲ ମ୍ୟାଡମ?

ଲିପୁ : ଆଉ କ'ଣ କହିବି ? ମୋ ପ୍ରେମିକା ତ ଗୋଟିଏ ମଧ୍ୟବିତ୍ତ ପରିବାରର ଝିଅ ବୋଲି ମୁଁ ଭାବି ଥିଲି। ହେଲେ କଣ ପାଇଁ ମୋ ସହ ଖେଳିଲ? କଣ ପାଇଲ ମୋତେ ପ୍ରେମର ସ୍ୱପ୍ନ ଦେଖେଇ ?

ମଧୁ : ମୁଁ ଖେଳିନି ତୁମ ସହ। ବାପା ମୋତେ ଷ୍ଟାଫ ମାନଙ୍କୁ ନିଜ ପରିଚୟ ଦେବା ପାଇଁ ମନା କରି ଥିଲେ। ମୁଁ ବହୁତ ଭାବିଛି ତୁମକୂ ସବୁ କଥା କହିବା ପାଇଁ। ହେଲେ କହି ପାରି ନ‌ଥିଲି। ଗୋଟିଏ ବର ଥିଲା କାଳେ ମାଲିକଙ୍କ ଝିଅ ଜାଣି ତୁମେ ମୋତେ ‌ଛାଡି ଦେବ ବୋଲି। ମୁଁ ତୁମକୁ ବହୁତ ଭଲ ପାଏ। ଏତିକି ବେଳେ ପୋଲିସ ଆସି ଲିପୁ କୁ କହିଲେ କାଲି ଠାରୁ ଆମେ ଫୋନ‌ କରୁଛୁ ଆପଣଙ୍କୁ। ହେଲେ ଆପଣ ଉଠାଉ ନାହାଁନ୍ତି। ଗୋଟିଏ ଦୁଃଖ ର ଖବର ଅଛି।

ଲିପୁ : କଣ ?

କାଲି ରାତିରେ ଲିପ୍ସା ବୋଲି ଗୋଟିଏ ଝିଅର ମୃତ ଦେହ ଉଦ୍ଧାର ହୋଇ ଥିଲା।ସେ ମରିବା ଆଗରୁ ଆପଣଙ୍କୁ ଫୋନ କରି ଥିଲା। ତା ସହ କେହି ଜଣେ ଦୁଷ୍କର୍ମ କରିଛି।ଆମେ ତା ବ୍ୟାଗରୁ ଆପଣଙ୍କ ଠିକଣା ପାଇ ଆସିଲୁ।

ଲିପୁ ଭାଙ୍ଗି ପଡ଼ିଲା। ମଧୁ ତାକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁ ଥାଏ। ଲିପୁର ବାପା ଓ ମାଆ , ଦୀପୁ ଆସିଲେ। ମଧୁ ଲିପୁ ସହ ତା ଗାଁ କୁ ଗଲା। ସେଇ ସମୟରେ ସହରରୁ ଗୋଟିଏ ପୋଲୀସ ଗାଡ଼ି ଆସି ଲିପୁ କୁ ମଧୁର କିଡନାପ ଅଭିଯୋଗ ରେ ଆରେଷ୍ଟ କଲା। ଆଉ ମଧୁକୁ ନେଇ ଗଲା। ସୁଭଦ୍ରା ଓ ଅଖିଳ ଏପଟେ ଝିଅକୁ ହରାଇଛନ୍ତି ଆଉ ସେପଟେ ପୁଅ ମଧ୍ୟ ଜେଲରେ । ଦୁଃଖର ପାହାଡ ସମ୍ଭାଳି ନ ପାରି ଆତ୍ମହତ୍ୟା କଲେ। ଜେଲରେ ଥାଇ ବାପା ମାଆ ଙ୍କ ଆତ୍ମହତ୍ୟା ପାଇଁ ଲିପୁ ନିଜକୁ ଦାୟୀ କରୁ ଥାଆନ୍ତି। ଦୀପୁ ବିଚାରା କଣ କରିବ ? କିଛି ବାଟ ନ ପାଇ ମଧୁ ପାଖକୁ ଗଲା। ମଧୁ ତାକୁ ବହୁତ କଟୁ କଥା କହିଲା। ଆଉ କହିଲା ସେ ଲିପୁ କୁ ଜେଲରୁ ବାହାର କରି ଦେବ ହେଲେ ଲିପୁ କେବେ ତାକୁ ଦେଖା କରିବା ପାଇଁ ଆସିବ ନାହିଁ। ଦୀପୁ ଏ କଥା ରେ ରାଜି ହୋଇ ଗଲା। ଲିପୁ ଜେଲରୁ ବାହାରିବା ପରେ ଦୀପୁ କଥା ନ ମାନି ମଧୁ ପାଖକୁ ଦେଖା କରିବା ପାଇଁ ଗଲା। ହେଲେ ଜାଣିବା ପାଇଁ ପାଇଲା ମଧୁ ସହନକୁ ତାପର ଦିନ ବିବାହ କରିବ। ଏ କଥା ଶୁଣି ଲିପୁ ଫେରି ଆସୁ ଥାଏ , ତାର ମଧୁର ମାଆଙ୍କ ସହ ଦେଖା ହେଲା। ତା ମାଆ କେବଳ ଏତିକି କହିଲେ ମୋ ମଧୁ ତୁମକୁ ବହୁତ ଭଲ ପାଏ। ଏତିକି ବେଳେ ମଧୁ ମାଆ ଉପରେ ଗୁଳି କେହି ଚଳାଇଲା। ହେଲେ ସାମ୍ନାକୁ ଦୀପୁ ଆସି ଗଲା ଓ ସେ ମୃତ୍ୟୁବରଣ କଲା। ସହନ ଆସି ମଧୁର ମାଆକୁ ନେଇ କୁଆଡେ଼ ଚାଲି ଗଲା।

ଏ ସବୁ ଭାବି ଭାବି ଲିପୁ ନିଛାଟିଆ ରାସ୍ତାରେ ଗୋଟିଏ ନିଛାଟିଆ ବେଞ୍ଚ ରେ ଯାଇ ବସିଗଲା। ସେଇ ସମୟରେ ହଠାତ୍ ସେ ଦେଖିଲା ଲିପ୍ସା ଆସି ତା ପାଖରେ ବସିଛି। ଲିପ୍ସା କୁ ପାଖରେ ପାଇ ଲିପୁ କାନ୍ଦିବା ପାଇଁ ଲାଗିଲା। ଲିପ୍ସା କହିଲା ଭାଇ ମୋ ଆତ୍ମା କୁ ଶାନ୍ତି ମିଳୁନାହିଁ। ମୋ ହତ୍ୟା କାରୀକୁ ଦଣ୍ଡ ଦିଅ। 

ଲିପୁ : ତୋତେ କିଏ ମାରିଛି କହ।

ଲିପ୍ସା : ସହନ, ମୁଁ ତା ସହ ଫେସବୁକ ରେ ସାଙ୍ଗ ହେଲି। ସେ ମୋତେ ପ୍ରେମ କରେ କହିଲା। ଆଉ ମୋତେ ଦେଖା ମଧ୍ୟ କଲା। ଧିରେ ଧିରେ ମୁଁ ତା'ର ପ୍ରେମରେ ଫସି ଗଲି। ତାର ଓ ମୋର ବହୁତ ଫୋଟୋ ବି ଅଛି। ମୁଁ ମୋ ସାଙ୍ଗ ଠାରୁ ଜାଣିଲି ସେ କାମନାର ରାକ୍ଷାସ। ମୁଁ ସେ ସବୁ ଜାଣି ତା ଠାରୁ ଦୁରେଇ ରହିଲି। ଘଟଣା ଦିନ ସେ ମୋତେ ତୁମ ସହ ଦେଖି ଥିଲା। ସେ ଗୋଟିଏ ପାଗଳ। ମଧୁ ତୁମକୁ ଭଲ ପାଏ ଜାଣି ସେ ମୋତେ ରାତିରେ ମୋ ଫୋଟୋ ପାଇଁ ବ୍ଲାକମେଳ କରି ଡାକିଲା ଏଇ ଜାଗାକୁ। ଜାଗାଟି ‌ନିଛାଟିଆ । ସେ ମୋତେ ପାଖ ବୁଦାରେ ଧର୍ଷଣ କରିଲା। ସେଇ ସମୟରେ ସେ ମୋତେ ଏପଟେ ଧର୍ଷଣ କରୁ ଥାଏ ସେପଟେ ମୋ ଗଲା ଆଉ ହାତ କାଟି ଦେଲା। ମୋର ଶେଷ ନିଃଶ୍ୱାସ ଯିବା ଯାଏ ପଶୁ ପରି ମୋ ସହ ସେ ସବୁ କରୁ ଥାଏ। ଆଉ ତାପରେ ମୋର ମୃତ ଦେହକୁ ଆଣି ଏଇ ନିଛାଟିଆ ବେଞ୍ଚ ରେ ପକାଇ ଚାଲି ଗଲା। ଆଉ ସେ ଛୁରୀ ଓ ତାର ଓ ମୋର ଫୋଟ ସବୁକୁ ସେଇ ବୁଦାମୂଳରେ ପୋତି ଦେଇଛି। ମୁଁ କିଛି କରି ପାରୁ ନ ଥାଏ। ହେଲେ ମୋ ଆତ୍ମା ତୁମ ସମସ୍ତଙ୍କ ସହ ଥାଏ। ମଧୁ ତୁମକୁ ବଞ୍ଚାଇବା ପାଇଁ ତୁମକୁ ଛାଡ଼ିଲା। ଆଉ ଦୀପକୁ ଗୋଳି ସହନ ମାରିଛି।

ଏ ସବୁ ଜାଣି ଲିପୁ ପୋଲିସକୁ ଡାକି ସବୁ ସବୁତ ଦେଲା । ପୋଲିସ ସହନକୁ ଗିରଫ କଲା। ଭରତ ସହନ ର ଗୁଣ ଜାଣିଲା ପରେ ମନେ ମନେ ଭାବିଲେ ସେ କେତେ ବଡ଼ ଭୂଲ କରିବା ପାଇଁ ଯାଉ ଥିଲେ। ସେ ଲିପୁ କୁ ଭୂଲ ମାଗି ମଧୁ ଓ ଲିପୁର ବିବାହ ସ୍ଥିର କଲେ। ଲିପୁ କିଛି ନ କହି ସିଧା ଆଇଡିଆ ବାକ୍ସଥିମ୍: ସେ ନିଛାଟିଆ ବେଞ୍ଚକାହାଣୀ ସଂଖ୍ୟା : ( ୨୫ . ୦୫ . ୨୦୨୨ )

ଆଜି ଲିପୁ ବହୁତ ନିରାଶ ହୋଇ ଯାଇଛି। ନିଛାଟିଆ ଜଙ୍ଗଲ ରାସ୍ତାରେ ରାତିରେ ଏକ ମୁହାଁ ହୋଇ ମାଡ଼ି ଚାଳିଛି କୁଆଡେ ଗୋଟିଏ ?ଆଜି ନିଜକୁ ପୁରାପୁରି ଏକୁଟିଆ ମନେ କରୁଛି। ବଞ୍ଚିବ ବା କାହା ପାଇଁ ? ତାର ଜୀବନ ରେ ଆଉ ରହିଲା କ ଆଉ କିଏ ବା ? ସେ ଗୋଟିଏ ମଧ୍ୟବିତ୍ତ ପରିବାରର ପୁଅ। ବାପା ଅଖିଳ ଜଣେ ସରକାରୀ କ୍ଲାର୍କ ଓ ମାଆ ସୁଭଦ୍ରା ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କରୁଥିଲେ। ସାନ ଭଉଣୀ ଲିପ୍ସା ଓ ଭାଇ ଦୀପୁ ଦୁହେଁ କଲେଜରେ ପଢୁଥିଲେ। ହସ ଖୁସି ର ସଂସାର ଥାଏ। ଅଖିଳ ଚାକିରୀ ପାଇଁ ଏଇ ସହରକୁ ଆସି ଥିଲା। ସହରରେ ମହାପାତ୍ର ଇଣ୍ଡଷ୍ଟ୍ରି ର ମ୍ୟାନେଜର ଭାବରେ କାମ ପାଇଲା। ତା କାମରେ ଦିନେଶ ମହାପାତ୍ର ବହୁତ ଖୁସି ଥାଆନ୍ତି। ମହାପାତ୍ର ଇଣ୍ଡଷ୍ଟ୍ରି ସହରର ସବୁଠାରୁ ବଡ଼ ବ୍ୟବସାୟ। ଭରତ ମହାପାତ୍ର ଏହି ଇଣ୍ଡଷ୍ଟ୍ରି ର ମାଳିକ। କିଛି ମାସ ସେ ବ୍ୟବସାୟର ନୂଆ ବ୍ରାଞ୍ଚ ଖୋଲିଲେ। ଯେଉଁଠି ରେ ସେ ଲିପୁ କୁ ଚିଫ୍ ମ୍ୟାନେଜର ଓ ମଧୁ ବୋଲି ଏମି.ବି.ଏ ଛାତ୍ରୀ କୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ରଖିଲେ। ମଧୁ ଦେଖିବାକୁ ବହୁତ ସୁନ୍ଦରୀ। ଗୋଟିଏ ଗୋଳାଇ କଢୀଟିଏ ପରି ଯେମିତି ସ୍ବର୍ଗରେ ରହୁଥିବା ଅପସରି ପରୀ ।ମଧୁ ନୂଆ ନୂଆ କାମ କରୁ ଥାଏ। ଭୂଲ ହେଉ ଥାଏ । ଭରତ ମହାପାତ୍ର ଙ୍କ ଠାରୁ ଗାଲି ଖାଉ ଥାଏ। ତଥାପି କାମ ଶିଖିବାର ଜିଜ୍ଞାସା ଥାଏ। ମଧୁର ଚେଷ୍ଟା ଲିପୁ କୁ ଭଲ ଲାଗୁ ଥାଏ। ନିଆଁ ପାଖରେ ଘିଅ ରହିଲେ ଯେମିତି ଜୋରରେ ନିଆଁ ଜଳି ଉଠେ ସେମିତି ଦୁଇ ଯବାନ ଯୁବକ ଯୁବତୀ ଏକା ସାଙ୍ଗରେ କାମ କଲେ ଆଉ ପରସ୍ପରକୁ ପସନ୍ଦ କରୁ ଥିଲେ ପ୍ରେମର ନିଆଁ ଟି ଜଳି ଉଠିବ ନା। ମଧୁ ଓ‌ ଲିପୁ ପରସ୍ପର କୁ ବହୁତ ଭଲ ପାଇଲେ। ଛୁଟି ଦିନରେ ଲିପୁ ମଧୁକୁ ନେଇ ତା ଗାଁ କୁ ଗଲା। ଗାଁ ର ପରିବେଶ ମଧୁକୁ ବହୁତ ସୁନ୍ଦର ଲାଗିଲା। ମନୁକୁ ଲିପୁର ଘର ଲୋକ ଓ ମଧୁ ସେମାନଙ୍କୁ ପସନ୍ଦ କଲେ। ମଧୁ ଓ ଲିପୁ ପରସ୍ପରକୁ କିଛି ମାସ ପରେ ବିବାହ କରିବାର ପ୍ରତିଶ୍ରୁତି ଦେଲେ।

ପ୍ରେମ ଯେ ମଧୁ ଝରଣା, ତାର ଜଳ ଥରେ ଯିଏ ପାନ କରେ ସେ ତ ଭଅଁର ହୋଇ ପ୍ରେମ ପାଖକୁ ଦଉଡି ଯାଏ। ଏମିତି ଘଟିଛି ମଧୁ ଓ ଲିପୁ ମଧ୍ୟରେ। 

ଲିପ୍ସା ମଧ୍ୟ ସହରକୁ ଆସି ହଷ୍ଟେଲରେ ରହି ପାଠ ପଢୁ ଥାଏ। ଲିପ୍ସାର ଫେସବୁକ ରେ ଗୋଟେ ପୁଅ ସହ ସାଙ୍ଗ ହେଲା। ପୁଅଟି କିଏ ବୋଲି ନ ବୁଝି ପ୍ରେମ ଜାଲରେ ଫସି ଯାଇଥାଏ।

ମଧୁର ଜନ୍ମ ଦିନରେ ମଧୁ ପ୍ରଥମ ଥର ଲିପୁ କୁ ତା ବାପା ମାଆଙ୍କ ସହ ପରିଚିତ କରିବା ପାଇଁ ତା ପାର୍ଟି କୁ ଡାକିଲା।

ଲିପୁ ଯେତେବେଳେ ପାର୍ଟି ଜାଗାରେ ପହଞ୍ଚିଲା , ସେ ପାର୍ଟି ର ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପୁରା ବଡ଼ ହାଏ ଫାଏ ପାର୍ଟି। ଜଣେ ସାଧାରଣ ମ୍ୟାନେଜର ଭାବରେ କାମ କରୁଥିବା ଝିଅ ଏତେ ବଡ଼ ପାର୍ଟି ର ଯୋଜନା କେମିତି କରୁଛି। ଭିତରକୁ ସୁରକ୍ଷା କର୍ମଚାରୀମାନେ ଛାଡୁ ନ ଥାଆନ୍ତି। ପାଟି ଶୁଣି ମଧୁ ଆସି ନିଜର ଅତିଥି କହି ପାଛୋଟି ନେଲା। ଲିପୁ ଭିତରକୁ ଯାଇ ଦେଖିଲା ଯେ ମଧୁର ବାପା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭରତ ମହାପାତ୍ର। ଭରତ ମଧୁର ଅତିଥି ରୂପେ ଲିପୁ କୁ ଦେଖି ମନେ ମନେ ବିରକ୍ତ ହେଲେ। ମଧୁ ଭରତଙ୍କୁ ଲିପୁକୁ ଭଲ ପାଆନ୍ତି କହିବା ଆଗରୁ ଭରତ ନିଜ ପିଲାଦିନର ସାଙ୍ଗ ଚରଣ ଙ୍କ ପୁଅ ସହନ ସହ ମଧୁର ବିବାହ ହେବ ବୋଲି ପ୍ରଚାର କରି ସେଇ ଦିନ ହିଁ ଲଗ୍ନଧରା କରିବେ ବୋଲି କହିଲେ। ମଧୁ କଥା ନ ଶୁଣି ସମର ସହ ଲଗ୍ନଧରା କରାଇଲେ। ମଧୁ ତାଙ୍କ ବାପାଙ୍କୁ ଲିପୁ ବିଷୟରେ ବହୁତ କହିବା ପାଇଁ ଚେଷ୍ଟା କରିଛନ୍ତି। ହେଲେ ଶେଷରେ ସହନ ଓ ମଧୁର ଲଗ୍ନଧରା ହୋଇ ଯାଇଛି।ଲିପୁ ସହି ନ ପାରି ଗୋଟିଏ ଢାବାକୁ ଯାଇ ମଦ‌ ପିଇ ନିଶାଗ୍ରସ୍ତ ହୋଇ ରାସ୍ତା ରେ ପଡିଛନ୍ତି। ସକାଳୁ ଉଠିଲା ବେଳକୁ ସେ ନିଜକୁ ରାସ୍ତା କଡ଼ରେ ପାଇଛନ୍ତି। ଆଉ ମୋବାଇଲରେ ଲିପ୍ସା , ତାଙ୍କ ବାପା ମାଆ ଓ ମଧୁର ଏବଂ ଅଜଣା ନମ୍ବର ରୁ ବହୁତ ଫୋନ ଆସିଛି। ସେ ଆଉ ମଧୁକୁ ଫୋନ ନ କରି ଲିପ୍ସା କୁ ଫୋନ କଲେ । ତାର ଫୋନ ଲାଗିଲା ନାହିଁ। ବାପା ମାଆଙ୍କ ଫୋନ ବି ଲାଗୁ ନ‌ଥାଏ। ସେ ନିଜ ରୁମକୁ ଫେରି ଆସି ଦେଖିଲେ ଯେ ମଧୁ ତାଙ୍କ ରୁମରେ ବସିଛନ୍ତି।

ଲିପୁ : ମ୍ୟାଡମ ଆପଣ ?

ମଧୁ : କଣ କହିଲ ମ୍ୟାଡମ?

ଲିପୁ : ଆଉ କ'ଣ କହିବି ? ମୋ ପ୍ରେମିକା ତ ଗୋଟିଏ ମଧ୍ୟବିତ୍ତ ପରିବାରର ଝିଅ ବୋଲି ମୁଁ ଭାବି ଥିଲି। ହେଲେ କଣ ପାଇଁ ମୋ ସହ ଖେଳିଲ? କଣ ପାଇଲ ମୋତେ ପ୍ରେମର ସ୍ୱପ୍ନ ଦେଖେଇ ?

ମଧୁ : ମୁଁ ଖେଳିନି ତୁମ ସହ। ବାପା ମୋତେ ଷ୍ଟାଫ ମାନଙ୍କୁ ନିଜ ପରିଚୟ ଦେବା ପାଇଁ ମନା କରି ଥିଲେ। ମୁଁ ବହୁତ ଭାବିଛି ତୁମକୂ ସବୁ କଥା କହିବା ପାଇଁ। ହେଲେ କହି ପାରି ନ‌ଥିଲି। ଗୋଟିଏ ବର ଥିଲା କାଳେ ମାଲିକଙ୍କ ଝିଅ ଜାଣି ତୁମେ ମୋତେ ‌ଛାଡି ଦେବ ବୋଲି। ମୁଁ ତୁମକୁ ବହୁତ ଭଲ ପାଏ।

ଏତିକି ବେଳେ ପୋଲିସ ଆସି ଲିପୁ କୁ କହିଲେ କାଲି ଠାରୁ ଆମେ ଫୋନ‌ କରୁଛୁ ଆପଣଙ୍କୁ। ହେଲେ ଆପଣ ଉଠାଉ ନାହାଁନ୍ତି। ଗୋଟିଏ ଦୁଃଖ ର ଖବର ଅଛି।

ଲିପୁ : କଣ ?

କାଲି ରାତିରେ ଲିପ୍ସା ବୋଲି ଗୋଟିଏ ଝିଅର ମୃତ ଦେହ ଉଦ୍ଧାର ହୋଇ ଥିଲା।ସେ ମରିବା ଆଗରୁ ଆପଣଙ୍କୁ ଫୋନ କରି ଥିଲା। ତା ସହ କେହି ଜଣେ ଦୁଷ୍କର୍ମ କରିଛି।ଆମେ ତା ବ୍ୟାଗରୁ ଆପଣଙ୍କ ଠିକଣା ପାଇ ଆସିଲୁ।

ଲିପୁ ଭାଙ୍ଗି ପଡ଼ିଲା। ମଧୁ ତାକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁ ଥାଏ। ଲିପୁର ବାପା ଓ ମାଆ , ଦୀପୁ ଆସିଲେ। ମଧୁ ଲିପୁ ସହ ତା ଗାଁ କୁ ଗଲା। ସେଇ ସମୟରେ ସହରରୁ ଗୋଟିଏ ପୋଲୀସ ଗାଡ଼ି ଆସି ଲିପୁ କୁ ମଧୁର କିଡନାପ ଅଭିଯୋଗ ରେ ଆରେଷ୍ଟ କଲା। ଆଉ ମଧୁକୁ ନେଇ ଗଲା। ସୁଭଦ୍ରା ଓ ଅଖିଳ ଏପଟେ ଝିଅକୁ ହରାଇଛନ୍ତି ଆଉ ସେପଟେ ପୁଅ ମଧ୍ୟ ଜେଲରେ । ଦୁଃଖର ପାହାଡ ସମ୍ଭାଳି ନ ପାରି ଆତ୍ମହତ୍ୟା କଲେ। ଜେଲରେ ଥାଇ ବାପା ମାଆ ଙ୍କ ଆତ୍ମହତ୍ୟା ପାଇଁ ଲିପୁ ନିଜକୁ ଦାୟୀ କରୁ ଥାଆନ୍ତି। ଦୀପୁ ବିଚାରା କଣ କରିବ ? କିଛି ବାଟ ନ ପାଇ ମଧୁ ପାଖକୁ ଗଲା। ମଧୁ ତାକୁ ବହୁତ କଟୁ କଥା କହିଲା। ଆଉ କହିଲା ସେ ଲିପୁ କୁ ଜେଲରୁ ବାହାର କରି ଦେବ ହେଲେ ଲିପୁ କେବେ ତାକୁ ଦେଖା କରିବା ପାଇଁ ଆସିବ ନାହିଁ। 

ଦୀପୁ ଏ କଥା ରେ ରାଜି ହୋଇ ଗଲା। ଲିପୁ ଜେଲରୁ ବାହାରିବା ପରେ ଦୀପୁ କଥା ନ ମାନି ମଧୁ ପାଖକୁ ଦେଖା କରିବା ପାଇଁ ଗଲା। ହେଲେ ଜାଣିବା ପାଇଁ ପାଇଲା ମଧୁ ସହନକୁ ତାପର ଦିନ ବିବାହ କରିବ। ଏ କଥା ଶୁଣି ଲିପୁ ଫେରି ଆସୁ ଥାଏ , ତାର ମଧୁର ମାଆଙ୍କ ସହ ଦେଖା ହେଲା। ତା ମାଆ କେବଳ ଏତିକି କହିଲେ ମୋ ମଧୁ ତୁମକୁ ବହୁତ ଭଲ ପାଏ। ଏତିକି ବେଳେ ମଧୁ ମାଆ ଉପରେ ଗୁଳି କେହି ଚଳାଇଲା। ହେଲେ ସାମ୍ନାକୁ ଦୀପୁ ଆସି ଗଲା ଓ ସେ ମୃତ୍ୟୁବରଣ କଲା। ସହନ ଆସି ମଧୁର ମାଆକୁ ନେଇ କୁଆଡେ଼ ଚାଲି ଗଲା।

ଏ ସବୁ ଭାବି ଭାବି ଲିପୁ ନିଛାଟିଆ ରାସ୍ତାରେ ଗୋଟିଏ ନିଛାଟିଆ ବେଞ୍ଚ ରେ ଯାଇ ବସିଗଲା। ସେଇ ସମୟରେ ହଠାତ୍ ସେ ଦେଖିଲା ଲିପ୍ସା ଆସି ତା ପାଖରେ ବସିଛି। ଲିପ୍ସା କୁ ପାଖରେ ପାଇ ଲିପୁ କାନ୍ଦିବା ପାଇଁ ଲାଗିଲା। ଲିପ୍ସା କହିଲା ଭାଇ ମୋ ଆତ୍ମା କୁ ଶାନ୍ତି ମିଳୁନାହିଁ। ମୋ ହତ୍ୟା କାରୀକୁ ଦଣ୍ଡ ଦିଅ। 

ଲିପୁ : ତୋତେ କିଏ ମାରିଛି କହ।

ଲିପ୍ସା : ସହନ, ମୁଁ ତା ସହ ଫେସବୁକ ରେ ସାଙ୍ଗ ହେଲି। ସେ ମୋତେ ପ୍ରେମ କରେ କହିଲା। ଆଉ ମୋତେ ଦେଖା ମଧ୍ୟ କଲା। ଧିରେ ଧିରେ ମୁଁ ତା'ର ପ୍ରେମରେ ଫସି ଗଲି। ତାର ଓ ମୋର ବହୁତ ଫୋଟୋ ବି ଅଛି। ମୁଁ ମୋ ସାଙ୍ଗ ଠାରୁ ଜାଣିଲି ସେ କାମନାର ରାକ୍ଷାସ। ମୁଁ ସେ ସବୁ ଜାଣି ତା ଠାରୁ ଦୁରେଇ ରହିଲି। ଘଟଣା ଦିନ ସେ ମୋତେ ତୁମ ସହ ଦେଖି ଥିଲା। ସେ ଗୋଟିଏ ପାଗଳ। ମଧୁ ତୁମକୁ ଭଲ ପାଏ ଜାଣି ସେ ମୋତେ ରାତିରେ ମୋ ଫୋଟୋ ପାଇଁ ବ୍ଲାକମେଳ କରି ଡାକିଲା ଏଇ ଜାଗାକୁ। ଜାଗାଟି ‌ନିଛାଟିଆ । ସେ ମୋତେ ପାଖ ବୁଦାରେ ଧର୍ଷଣ କରିଲା। ସେଇ ସମୟରେ ସେ ମୋତେ ଏପଟେ ଧର୍ଷଣ କରୁ ଥାଏ ସେପଟେ ମୋ ଗଲା ଆଉ ହାତ କାଟି ଦେଲା। ମୋର ଶେଷ ନିଃଶ୍ୱାସ ଯିବା ଯାଏ ପଶୁ ପରି ମୋ ସହ ସେ ସବୁ କରୁ ଥାଏ। ଆଉ ତାପରେ ମୋର ମୃତ ଦେହକୁ ଆଣି ଏଇ ନିଛାଟିଆ ବେଞ୍ଚ ରେ ପକାଇ ଚାଲି ଗଲା। ଆଉ ସେ ଛୁରୀ ଓ ତାର ଓ ମୋର ଫୋଟ ସବୁକୁ ସେଇ ବୁଦାମୂଳରେ ପୋତି ଦେଇଛି। ମୁଁ କିଛି କରି ପାରୁ ନ ଥାଏ। ହେଲେ ମୋ ଆତ୍ମା ତୁମ ସମସ୍ତଙ୍କ ସହ ଥାଏ। ମଧୁ ତୁମକୁ ବଞ୍ଚାଇବା ପାଇଁ ତୁମକୁ ଛାଡ଼ିଲା। ଆଉ ଦୀପକୁ ଗୋଳି ସହନ ମାରିଛି।

ଏ ସବୁ ଜାଣି ଲିପୁ ପୋଲିସକୁ ଡାକି ସବୁ ସବୁତ ଦେଲା । ପୋଲିସ ସହନକୁ ଗିରଫ କଲା। ଭରତ ସହନ ର ଗୁଣ ଜାଣିଲା ପରେ ମନେ ମନେ ଭାବିଲେ ସେ କେତେ ବଡ଼ ଭୂଲ କରିବା ପାଇଁ ଯାଉ ଥିଲେ। ସେ ଲିପୁ କୁ ଭୂଲ ମାଗି ମଧୁ ଓ ଲିପୁର ବିବାହ ସ୍ଥିର କଲେ। ଲିପୁ କିଛି ନ କହି ସିଧା ମାଡ଼ି ଚାଲିଲେ ସେ ନିଛାଟିଆ ବେଞ୍ଚ ଆଡ଼କୁ। ଭାବିଲେ ଲିପ୍ସା ସହ ଦେଖା ହେବ ବୋଲି। ଲିପ୍ସା ସେଠାକୁ ଆସି କହିଲା ଭାଇ ମଧୁର ଭୂଲ ନାହିଁ। ତାକୁ ଗ୍ରହଣ କର। ଗୋଟିଏ ଉଜ୍ଜ୍ୱଳ ଲାଇଟ୍ ଆସିଲା ଆଉ ଲିପ୍ସା ଅଦୃଶ୍ୟ ହୋଇ ଗଲା।ମଧୁ ଆସି ଲିପୁର ହାତ ଧରି ସେ ନିଛାଟିଆ ବେଞ୍ଚ ରେ ବସିଲା‌ ଆଡ଼କୁ। ଭାବିଲେ ଲିପ୍ସା ସହ ଦେଖା ହେବ ବୋଲି। ଲିପ୍ସା ସେଠାକୁ ଆସି କହିଲା ଭାଇ ମଧୁର ଭୂଲ ନାହିଁ। ତାକୁ ଗ୍ରହଣ କର। ଗୋଟିଏ ଉଜ୍ଜ୍ୱଳ ଲାଇଟ୍ ଆସିଲା ଆଉ ଲିପ୍ସା ଅଦୃଶ୍ୟ ହୋଇ ଗଲା।ମଧୁ ଆସି ଲିପୁର ହାତ ଧରି ସେ ନିଛାଟିଆ ବେଞ୍ଚରେ ବସିଲା‌ ।


Rate this content
Log in

Similar oriya story from Abstract