Aminilu Ray

Romance

0  

Aminilu Ray

Romance

ପ୍ରେରଣା

ପ୍ରେରଣା

1 min
623



କଲେଜ୍ରେ ପାଠ ପଢିବା ସମୟରୁ ଉପନ୍ୟାସ ଲେଖିବା ଆରମ୍ଭ କରନ୍ତି ବିବେକ୍ ମହାନ୍ତି । ଏହା ମଧ୍ୟରେ ସେ ଅନେକ ଛୋଟ ବଡ ଉପନ୍ୟାସ ରଚନା କରିଛନ୍ତି ଓ ସହପାଠୀ, ସହପାଠିନୀ, ଅଧ୍ୟାପକ, ଅଧ୍ୟାପିକା ଓ ଜନସାଧାରଣଙ୍କ ନିକଟରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି । ଉତ୍କଳ ୟୁନିଭର୍ସିଟିରେ ଓଡିଆରେ ପି.ଜି କରୁଥିବା ସମୟରେ ମିସ୍ ମନ୍ଦାକିନୀ ମହାନ୍ତିଙ୍କ ସହ ତାଙ୍କର ପ୍ରଥମ ପ୍ରେମ ସଂପର୍କ ସ୍ଥାପନ ହୁଏ । ମନ୍ଦାକିନୀ ତାଙ୍କର ସହପାଠିନୀ । ମନ୍ଦାକିନୀଙ୍କ ଅନୁପ୍ରେରଣା , ଆନ୍ତରିକତା, ଭଲପାଇବା ତାଙ୍କୁ ପ୍ରତି ମୁହୂର୍ତରେ ଉପନ୍ୟାସ ଲେଖିବାକୁ ଜାଗ୍ରତ କରାଏ । ତାଙ୍କ ପ୍ରେରଣାରେ ସେ ଅନେକ ଉପନ୍ୟାସ ରଚନା କରିଛନ୍ତି । ଉପନ୍ୟାସ ତାଙ୍କ ଜୀବନର ସବୁ କିଛି ବୋଲି ସେ ଧରିନେଇଛନ୍ତି । ଉପନ୍ୟାସ ଲେଖା ବିନା ବଂଚି ପାରିବେନି, ଏହା ପ୍ରତି ମୁହୂର୍ତରେ ସେ ଅନୁଭବ କରନ୍ତି ।

                                                          



Rate this content
Log in

Similar oriya story from Romance