Santosh Jena

Romance

3  

Santosh Jena

Romance

ପ୍ରେମର ବର୍ଷା

ପ୍ରେମର ବର୍ଷା

2 mins
188


ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ହେଉଥାଏ ମୁ ଭାବିଲି ଆଜି ଖେଳିବାକୁ ଜାଇ ହେବନି ଭାବି ମୁ ମୋ ରୁମ କୁ ଶୋଇବାକୁ ପଳେଇଲି । ମୋ ଆଖି ଟିକେ ଲାଗି ଜାଇଥାଏ ହଠାତ ମୋ ଫୋନ ର ରିଙ୍ଗ ଟୋନ ଟି ବାଜି ଉଠିଲା ମୋର ତ ଇଛା ଥିଲାନି ନିଦରୁ ଉଠି ଦେଖିବାକୁ କିଏ ଫୋନ କରିଛି ବୋଲି । କିନ୍ତୁ ହଠାତ ମୋ ଭାଉଜ ଫୋନ ଟିକି ଆଣି ଦେଇ କହିଲେ କିଏ ଫୋନ କରିଛି ଅନନୋନ ନମ୍ବର ନାମ ଲେଖା ହୋଇନି ।


ମୁ ଫୋନ ରିସିଭ କରି ହେଲୋ ବୋଲି କହିଛି ତୁ କହିଲୁ କଣ କରୁଛ ହେ ? ଟିକେ ଝରକା ଖୋଲି ଦେଖତ । ମୁ ମୋ ଭାଉଜ ଥିଲେ ବୋଲି ଫୋନ କାଟିଦେଲି । ଭାଉଜ ଜିବା ପରେ ତତେ ଫୋନ କଲି ତୁ କହିଲୁ ଫୋନ କଣପାଇଁ କାଟି ଦେଲ ସତ କୁହ ମୋ ସହ କଥା ହେବାକୁ ଇଛା ନାହିଁନା । ମୁ କହିଲି ଆରେ ନାଁ ଭାଉଜ ଥିଲେ ବୋଲି ଫୋନଟା କାଟିଦେଲି । ତୁ କହିଲୁ ଆଛା ସେଦିନ ଭାଇ ଥିଲେ ଆଜି ଭାଉଜ । ସିଧା କଥା କହି ଦେଉନ ମୋ ପ୍ରତି ତମ ଭଲ ପାଇବା କମି ଜାଇଛି ବୋଲି ।


ମୁ ତତେ ବହୁତ କଥା କହି ବୁଝେଇଲି ଶେଷରେ । ତୁ କହିଲୁ ଜାଅ ମୋ ମୋତେ ଆଉ କିଛି କୁହନା ଜେତେବେଳେ ମନ କରି ଟିକେ ଫୋନ କରିବୁ ମୋ ଭାଇ ଅଛି ମୋ ଭାଉଜ ଅଛି କହୁଛ ମୁ ତମ ଉପରେ ରାଗିଛି କଥା ହେବିନି । ମୁ କହିଲି ସାରି , I ଆଇ ଲଭ ୟୁ ତୁ କହିଲୁ ହଉ ହଉ ତମକୁ କଣ କହିଥିଲି କହିଲ । ମୁ କହିଲି ଝରକା ଖୋଲିବା ପାଇଁ । ତୁ କହିଲୁ ଖୋଲିଥିଲ ମୁ କହିଲି ନାଁ ତୁ କହିଲୁ ଏବେ ଖୋଲ ।


ମୁ ଝରକା ପାଖକୁ ଜାଇ ଝରକା କୁ ଖୋଲେ ତ ବହୁତ ସୁନ୍ଦର ଲାଗୁଥିଲା । ଏ ସନ୍ଦ୍ୟାବେଳ ର ସୁନ୍ଦର ପରିବେଶ ଆଉ ତା ସାଙ୍ଗକୁ ଏ ଅଦିନିଆ ଝଡ଼ ବର୍ଷା । ହଠାତ ଜୋର ରେ ପବନ ଆସୀ ମୋ ଦେହକୁ ଛୁଇଁ ଦେଇ ଚାଲିଗଲା ମୋ ଦେହରେ ଗୋଟେ ଅଲଗା ପ୍ରକାରର ଶିହରଣ ଖେଳିଗଲା । ମୁ କିଛି ସମୟ ଭାବନାରେ ଉଡ଼ିଗଲି । ତୁ କହିଲୁ oye କୁଆଡେ ହଜିଗଲ ମୋ ମୁ ଡରି ଡରି କହିଦେଲି ଏ ବର୍ଷା ଆଉ ଥଣ୍ଡା ପବନରେ ରେ ମୁ କିଛି ଭାବିପାକାଇଥିଲି ।        I ।ove you  ।



ତୁ କହିଲୁ ଏ ସନ୍ଦ୍ୟାବେଳେ ରେ ଆରମ୍ଭ ହୋଇଗଲା, ଛି, ଦୁଷ୍ଟ । ମୁ କହିଲି ବାହାରେ ପ୍ରବଳ ଥଣ୍ଡା ପବନ ଦେଉଛି । ତୁ କହିଲୁ ହଁ ମୁ ଜାଣେ ତ କଣ ହେଲା ସେଠୁ । ମୁ କହିଲି ନା କଣ ହେବ ମୋ ଦେହ କେମିତି ଗୋଟେ ହୋଇଯାଉଛି । ବୋଧେ ଏ ପବନରେ ମୋ ଦେହରେ ଯେମିତି ଅଲଗା ପ୍ରକାରର ଶିହରଣ ଖେଳିଯାଇଥିଲା ତୋ ଦେହରେ ବି ସେମିତି କିଛି ହେଉଥାଏ ତୁ କହିଲୁ ପାଗଳ ( I Love You ) ମୁ କହିଲି ଆଉ କିଛି ।  ତୁ ବୋଧେ ନିଜକୁ ଲାଜରେ ରୋକି ନ ପାରି ତୁ କହିଲୁ । ଏ ମୁ ରହୁଛି ବାବା ଆସିଲେଣି ପରେ କଥା ହେବା । ତୁ ଫୋନ ଟିକୁ କାଟିଦେଲୁ ହେଲେ ମୋ ଦେହରେ ଖେଳିଯାଇଥିବା ଏ ଥଣ୍ଡା ପବନର ଶିହରଣରେ ମୁ ହଜିଗଲି ତୋ ଭାବନା ରାଇଜରେ । 



Rate this content
Log in

Similar oriya story from Romance