STORYMIRROR

Santosh Jena

Others

3  

Santosh Jena

Others

ରାଧା ର ପ୍ରେମ କଥା

ରାଧା ର ପ୍ରେମ କଥା

2 mins
206


ମୁଁ ଆଜି ଲେଖିବାର କାରଣ ହେଉଛି ମୋ ପ୍ରିୟା ରାଧା....

ଜାଣିନି ସେ ମୋ ଲେଖା ପଢୁ ଥିବ କି ନାହିଁ ତଥାପି ମୁଁ ଏମିତି ଲେଖିଚାଲିବି ଯେ ପର୍ଯ୍ୟନ୍ତ ମୋ କଲମ ଥକି ନଯାଇଛି l କଣ ସତରେ କଣ ସତରେ ତମେ ମୋ ଲେଖା ପଢୁ ନଥିବ...?

ହଁ କାହିଁକି ବା ପଢିବ ଆଜିକାଲି ଏ ସ୍ମାର୍ଟ ଫୋନ ଯୁଗରେ ଲୋକମାନେ ଆଉ କବିତା,ଉପନ୍ୟାସ ଇ-ପତ୍ରିକା କୁ ଆଉ ଧ୍ୟାନ ଦେଉ ନାହାନ୍ତି l ଯାହା ଫଳରେ ଅନେକଙ୍କ କାହାଣୀ ସେମିତି ଅଧୁରା ହୋଇ ପଡ଼ି ରହୁଛି, କିଛି ଡାଏରୀ ର ପୃଷ୍ଠାରେ ତ ଆଉ କିଛି ଏହି ପ୍ରତିଲିପି ଆପରେ ଆଉ କିଛି ଧରିତ୍ରୀ,କେଦାର ଭାରତୀ,ପ୍ରମୟ ଭଳି କିଛି ସାପ୍ତାହିକ ପେପରରେ l


ବୋଧେ ସେଥିପାଇଁ ଆଜି ମୋ ଲେଖା ଆଉ ମୁଁ ଅଧୁରା ପଢ଼ି ରହିଛୁ ଗୋଟେ ଅନ୍ଧାର କୋଠରୀ ଭିତରେ l ସେ କେମିତି ବା ପଡ଼ୁନି ମୋ ଲେଖା ସେ ବିତ ଗୋଟେ ଲେଖିକା ସେ କଣ ମୋ ଲେଖା ପଢିପାରୁନି ଆଜିକୁ ୨ବର୍ଷ ହୋଇଗଲା ମୁଁ ଲେଖିଚାଲିଛି l ଆଉ ହଁ କେବଳ ତା ପାଇଁ ଲେଖିଚାଲିଛି କେତେ ପେପର ଆଉ କେତେ ବହିରେ l ସତରେ ତମେ କଣ ସବୁ ଜାଣି ଶୁଣି ଚୁପ ହୋଇ ରହିଛ ନା ସମୟ ତମକୁ ବାଧ୍ୟ କରିଛି ଚୁପ ରହିବା ପାଇଁ l ତମେ ଯେତେବେଳେ ପାଠ ପଢୁଥିଲ ତମ ଘର ଲୋକଙ୍କ ଠୁ ଶୁଣିଥିଲି ତମେ ପ୍ରମେୟ ସାପ୍ତାହିକ ପେପର ପଢିବାଜୁ ଭଲପାଅ ବୋଲି ସେଥିପାଇଁ ସେ ପ୍ରମୟ ପେପର ରେ ବି ଲେଖି ଦେଲି ମୋ ମନ କଥା ତମେ କଣ ରାଧା ମୋ ହାତ ଲେଖା ସେ ପ୍ରମୟ ପେପର ପଡ଼ୁନ ନା ସବୁ ପଢ଼ିକି ଚୁପ ହୋଇ ରହୁଛ କିନ୍ତୁ ମୋ ମନ କହୁଛି ତମେ ଦିନେ ନିଶ୍ଚୟ ମୋ ପାଖକୁ ଫେରି ଆସିବ l ରାଧା ସେହି ଦିନକୁ ମୁଁ ଅପେକ୍ଷା କରି ରହିଛି... l


   ଶୁଣି ଥିଲି ରାଧା ବିନା କାହ୍ନା ଅଧୁରା

   କିନ୍ତୁ ଆଜି ଭାବୁଛି ଏ ରାଧା ବିନା ତା

   ବାପୁ ଅଧୁରା....!

କାହାଣୀ ର ଆରମ୍ଭ......


ଆଗକୁ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍