STORYMIRROR

Nirlipta sethi

Romance

2  

Nirlipta sethi

Romance

ଓଦାମନ

ଓଦାମନ

1 min
119

ହାଏ

ଅଫିସ୍ ରୁ ଫେରିଲଣି !


ହଁ ପନ୍ଦର ମିନିଟ୍ ହେବ ବାହାରିଲିଣି 

ହେଲେ ହଠାତ୍ ବର୍ଷା !

ଭିଜିକି ଠିଆ ହେଇଛି ଗୋଟେ ଷ୍ଟପେଜରେ


ଭିଜିଛ !


ହଁ ସ୍କୁଟି ଟା ଷ୍ଟାଣ୍ଡ୍ କରୁ କରୁ ଏ ଉଠାଣି ମେଘ ତ ଅସରାଏ   ଢାଳିଦେଲା


ଆଛା !

ମୁଁ ଆସିବି କି??


କାଇଁ...

ତମକୁ ଭିଜିବାକୁ ଇଛା ନା କଣ !


 ନାଇଁ.....  ଭିଜେଇବାକୁ ଇଛା 


ହ୍ବାଟ୍ ! ଷ୍ଟୁପିଡ୍ ଆଇଡିଆ 

ଅଲରେଡି  ମୁଁ ଭିଜିଛି ଯେ ଥଣ୍ଡା ହେଇଯିବ 


ତମ ଓଠ ଭିଜିଛି ??


ହଠାତ୍ ରୋଜା ଲାଜେଇ ଯାଇ ତନ୍ମୟ କୁ କିଛି କହିବା ଆଗରୁ ଫୋନ୍ ବ୍ୟାଟେରୀ ରେଡ ନୋଟିଫିକେସନ ଆସି ଫୋନ୍ ଅଫ୍ ହେଇଗଲା


ହେଲେ ରୋଜା ମୁହଁରୁ ଲାଜ ଲାଜ ହସ ଭିଜା ମୁହଁ ଆଉ ମନ ବର୍ଷା ଛାଡିଲା ପରେ ବି ଓଦା ଦିଶୁଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance