ଇର୍ଷା
ଇର୍ଷା
ସେ -
ଏମିତି ଜଣଙ୍କ କିଏ ଯାହାକୁ ତମେ ମୋ ପରେ ଖୁବ୍ ଭଲ ପାଅ?
ମୁଁ-
କାହାକୁ ଭଲ ପାଇବାରେ ଅନ୍ୟ କାହାର ଉପସ୍ଥିତି କି ଅନୁପସ୍ଥିତି ର ସଂପର୍କ କଣ !!
-କୁହ ...
-କାହିଁକି
-କୁହ , ପ୍ଲିଜ୍....
-କହିଲେ ତମେ ଇର୍ଷା ରେ ଜଳିପାର ...
-ଜଳିବାଟା ଯୋଉଠି ଥୟ ,
ସେଠି କି ବର୍ଷା କି ଇର୍ଷା ର ପ୍ରୟୋଗ !!

