Nirlipta sethi

Others

3  

Nirlipta sethi

Others

ତଫାତ

ତଫାତ

1 min
173



ସେ:-


 ତମେ ତଫାତ ଶବ୍ଦକୁ ବୁଝିପାର ??


ମୁୁଁ :-


 ହ ......... ବିଲକୁଲ୍........

.


-କେମିତି ??

-ମୋ ଅଗଣାର ଜହ୍ନ, ଆଉ ଆକାଶର ଜହ୍ନ!!

.

.

-ମାନେ??

.

.

- ବୁଝିପାରିଲନି ...!

.

-ନା, ଉଦ୍ଦେଶ୍ୟ କଣ ତୁମର ଏସବୁ କହିବାରେ??

.

.

-(ଅଭିମାନ ଭରା ସ୍ମିିତ ହସ ସହ)

ହେ ହେ ......

ଆଛା ,ତମେ କେବେ ତୁୁୁମ ଭୁଲକୁ ସ୍ୱୀକାର କରିିିଛ??


.

- ମୋତେ ବିଲକୁଲ୍ କନ୍ଫ୍ୟୁଜ୍ କରନି,

ଯାହା କହିବା କଥା ସିଧା ସିିିଧା କହୁନ!!


-ଏଇଟା ହିଁ ତ ପ୍ରୋବ୍ଲେମ!!

 ସବୁଥର ପରି ଏଥର ବି ...

ତୁୁମକୁ ତୁମ ହିସାବରେ ଉତ୍ତର ଦରକାର ।।







Rate this content
Log in